ଅଦ୍ୟତନ ହୋଇଛି
vedenn2
Advertisment
ବରଗଡ: ବରଗଡ ଜିଲ୍ଲା ଭେଡେନ ଥାନା ଆଗରେ ଉତ୍ତେଜନା। ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ବିକ୍ଷୋଭ ବେଳେ ଉତ୍ତଜେନା ଦେଖାଦେଇଛି।
Advertisment
ଲୋକମାନେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ଗ୍ରାମବାସୀଙ୍କ ଢେଲାମାଡ଼ ପରେ ପୋଲିସ ଲାଠିଚାର୍ଜ କରିଥିବା ସୂଚନା ମିଳିଛି।
ଗତ ଜୁଲାଇ ମାସରେ ଭେଡେନ୍ ଥାନା ବୁର୍ଦ୍ଦା ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଅଭିଯୁକ୍ତଙ୍କ ଗିରଫ ଦାବି କରି ବୁର୍ଦ୍ଦା ଗ୍ରାମବାସୀମାନେ ଥାନା ଆଗରେ ଧାରଣା ଦେଇଥିଲେ। ତେବେ ପରେ ଧାରଣାରୁ ଉତ୍ତେଜନା ଦେଖାଦେଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vedenn2_1625108747.jpg)