Advertisment

ରାଜଧାନୀରୁ ଜବତ ହେଲା କୋଟିଏ ଟଙ୍କାର ବ୍ରାଉନ ସୁଗର

ଭୁବନେଶ୍ୱର: ରାଜଧାନରେ ବଢୁଛି ଡ୍ରଗ୍ସ କାରବାର।  ରାଜଧାନୀଭୁବନେଶ୍ୱରରୁ ପୁଣି ଧରାପଡ଼ିଛି ବିପୁଳ ପରିମାଣର ଧଳା ଜହର।  ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଢ଼ାଉ କରି ଏହି ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ପ୍ରେସମିଟରେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇ କହିଛନ୍ତି, ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଉଛି ସେକ୍ ହସିମ ବକ୍ସ। ତାଙ୍କ ଠାରୁ ୧୧୭୦ […]

ରାଜଧାନୀରୁ ଜବତ ହେଲା କୋଟିଏ ଟଙ୍କାର ବ୍ରାଉନ ସୁଗର

00011222

Advertisment

ଭୁବନେଶ୍ୱର: ରାଜଧାନରେ ବଢୁଛି ଡ୍ରଗ୍ସ କାରବାର।  ରାଜଧାନୀଭୁବନେଶ୍ୱରରୁ ପୁଣି ଧରାପଡ଼ିଛି ବିପୁଳ ପରିମାଣର ଧଳା ଜହର।  ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଢ଼ାଉ କରି ଏହି ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

Advertisment

ପ୍ରେସମିଟରେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇ କହିଛନ୍ତି, ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଉଛି ସେକ୍ ହସିମ ବକ୍ସ। ତାଙ୍କ ଠାରୁ ୧୧୭୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।

ସୂଚନାଥାଉକି, ଗତ ୬ ମାସରେ ୩୦ କେଜି ବ୍ରାଉନ୍ ସୁଗାରଜବତ ହୋଇ ସାରିଲାଣି। ବର୍ତ୍ତମାନ ସୁଦ୍ଧା ୪୪ ଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରାଯାଇ ସାରିଲାଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ