Advertisment

Super Multi-Specialty Hospital to Open in Kendrapara: ବୈଜୟନ୍ତ ପଣ୍ଡାଙ୍କ ପ୍ରୟାସରେ କେନ୍ଦ୍ରାପଡାରେ ହେବ ସୁପର ମଲ୍ଟି ସ୍ପେଶାଲିଟି ହସ୍ପିଟାଲ

କେନ୍ଦ୍ରାପଡାରେ ହେବ ସୁପର ମଲ୍ଟି ସ୍ପେଶାଲିଟି ହସ୍ପିଟାଲ। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରୟାସରେ କରାଯିବ ହସ୍ପିଟାଲ। ସତ୍ୟ ସାଇ ସେବା ସଂସ୍ଥା ପକ୍ଷରୁ ଚିକିତ୍ସାଳୟ କରାଯିବ। ଆସନ୍ତା ୨୩ରେ ଦାନପୁର ପଞ୍ଚାୟତ ରଜାଙ୍ଗ ଠାରେ ଭୂମିପୂଜନ।

Super Multi-Specialty Hospital to Open in Kendrapara

କେନ୍ଦ୍ରାପଡାରେ ହେବ ସୁପର ମଲ୍ଟି ସ୍ପେଶାଲିଟି ହସ୍ପିଟାଲ Photograph: (OTV)

Advertisment

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରୟାସରେ ଶ୍ରୀ ସତ୍ୟ ସାଇ ସେବା ସଂସ୍ଥା ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ସୁପର ମଲ୍ଟି ସ୍ପେଶାଲିଟି ଚିକିତ୍ସାଳୟ ସ୍ଥାପିତ ହେବାକୁ ଯାଉଛି। ଏହି ଚିକିତ୍ସାଳୟରେ ସମସ୍ତ ପ୍ରକାର ଆଧୁନିକ ଓ ଉନ୍ନତ ଚିକିତ୍ସା ସୁବିଧା ସମ୍ପୂର୍ଣ୍ଣ ମାଗଣା ଉପଲବ୍ଧ ହେବ। 

Advertisment

ଏହାର ଭୂମିପୂଜନ କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖରେ ଦାନପୁର ପଞ୍ଚାୟତର ରଜାଙ୍ଗ ଠାରେ ଆୟୋଜିତ ହେବ। ଏହି ଅବସରରେ ସାଂସଦଙ୍କ ସହ ଶ୍ରୀ ସତ୍ୟ ସାଇ ବାବାଙ୍କ ଉତ୍ତରାଧିକାରୀ ସ୍ୱାମୀଜୀ ମଧୁସୂଦନ ସାଇଙ୍କ କରକମଳରେ ଭୂମିପୂଜନ କାର୍ଯ୍ୟ ସମ୍ପନ୍ନ ହେବ।

  • କେନ୍ଦ୍ରାପଡାରେ ହେବ ସୁପର ମଲ୍ଟି ସ୍ପେଶାଲିଟି ହସ୍ପିଟାଲ
  • ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରୟାସରେ କରାଯିବ ହସ୍ପିଟାଲ
  • ସତ୍ୟ ସାଇ ସେବା ସଂସ୍ଥା ପକ୍ଷରୁ ଚିକିତ୍ସାଳୟ କରାଯିବ
  • ଆସନ୍ତା ୨୩ରେ ଦାନପୁର ପଞ୍ଚାୟତ ରଜାଙ୍ଗ ଠାରେ ଭୂମିପୂଜନ
Advertisment
Kendrapada Medical Baijayanata Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ