Advertisment

Police Stops Illegal Cough Syrup: ବରଗଡରୁ ସୋନପୁର ଦେଇ ଚାଲାଣ ବେଳେ ଚଢାଉ, ବିପୁଳ କଫ ସିରଫ ଜବତ

ସୋନପୁରରୁ ବିପୁଳ କଫ ସିରଫ ଜବତ। ବରଗଡରୁ ସୋନପୁର ଦେଇ ଚାଲାଣ ବେଳେ ଚଢାଉ। ୯ ହଜାର ବୋତଲ କଫ ସିରପ ଜବତ। ବର୍ଷେ ଭିତରେ ୧୨ ହଜାର ବୋତଲ କଫ ସିରପ ଜବତ ହୋଇଛି। ୬୦ ଲକ୍ଷ ଟଙ୍କାର କଫସିରଫ ଜବତ କରିଛି ପୋଲିସ୍। ୧୨ ଜଣଙ୍କୁ ଗିରଫ କରିଛି ପୋଲିସ୍।

Police Stops Illegal Cough Syrup

ବରଗଡରୁ ସୋନପୁର ଦେଇ ଚାଲାଣ ବେଳେ ଚଢାଉ, ବିପୁଳ କଫ ସିରଫ ଜବତ Photograph: (OTV)

Advertisment

ସୋନପୁର ଜିଲ୍ଲାରେ ନିଶା କାରବାର ଉପରେ ରୋକ ଲଗାଇବାକୁ ପୋଲିସର କଡା ପଦକ୍ଷେପ । ବିଭିନ୍ନ ସ୍ଥାନରେ ଚଢାଉ କରି କଫ ସିରଫ ଜବତ କରୁଛି ପୋଲିସ୍। ବରଗଡ ଜିଲ୍ଲା ଅଂଚଳରୁ ସୋନପୁର ଦେଇ ଚାଲାଣ ହେଉଥିବାବେଳେ ୯ ହଜାର ବୋତଲ କଫସିରପ ଜବତ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ। ଯାହାର ମୂଲ୍ୟ ୧୮ ଲକ୍ଷ ହେବ। ଏବଂ ବର୍ଷେ ମଧ୍ୟରେ ମୋଟ ୧୨ ହଜାର ବୋଟଲ କଫସିରପ ଜବତ କରିସାରିଛି । ଯାହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଏସପି ନାରାୟଣ ନାୟକ୍। 

Advertisment

ଏହି ମାମଲାରେ ୧୨ ଜଣଙ୍କକୁ ଗିରଫ କରିବାସହ ୫ ଗୋଟି ଚାରିଚକିଆ ଏବଂ ଦୁଇଗୋଟି ବାଇକ ମଧ୍ୟ ଜବତ କରିସାରିଛି ।

  • ସୋନପୁରରୁ ବିପୁଳ କଫ ସିରଫ ଜବତ
  • ବରଗଡରୁ ସୋନପୁର ଦେଇ ଚାଲାଣ ବେଳେ ଚଢାଉ
  • ୯ ହଜାର ବୋତଲ କଫ ସିରପ ଜବତ
  • ବର୍ଷେ ଭିତରେ ୧୨ ହଜାର ବୋତଲ କଫ ସିରପ ଜବତ ହୋଇଛି
  • ୬୦ ଲକ୍ଷ ଟଙ୍କାର କଫସିରଫ ଜବତ କରିଛି ପୋଲିସ୍
  • ୧୨ ଜଣଙ୍କୁ ଗିରଫ କରିଛି ପୋଲିସ୍
Advertisment
Banned Cough Syrup Seized Cough Syrup Seized Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ