Advertisment

ସେଲ୍‌ଫି ବାହାନାରେ ହାତୀଙ୍କୁ ଚିଡ଼ାଉଛନ୍ତି ଲୋକେ, ଭିଡିଓ ଭାଇରାଲ୍‌

ବାରିପଦା: ହାତୀ ସହ ବିପଦପୂର୍ଣ୍ଣ ସେଲଫି। ହାତୀ ଦେଖିବା ବାହାନାରେ ହାତୀକୁ ଚିଡ଼ାଉଛନ୍ତି ଲୋକେ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ନଡ଼ପୁର ଗାଁ ପାଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓଟି ଗତ ମାସ ୨୪ ତାରିଖର ବୋଲି ଜଣାପଡ଼ିଛି। ଝାଡ଼ଖଣ୍ଡର ୪୨ଟିକିଆ ହାତୀପଲ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଯାଉଥିବା ବେଳେ ଲୋକମାନେ ହାତୀକୁ ଅଟକାଇ ସେଲଫି ନେଉଥିବା ଦେଖିବାକୁ ମିଳିଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ […]

ଅଦ୍ୟତନ ହୋଇଛି
ସେଲ୍‌ଫି ବାହାନାରେ ହାତୀଙ୍କୁ ଚିଡ଼ାଉଛନ୍ତି ଲୋକେ, ଭିଡିଓ ଭାଇରାଲ୍‌

4

Advertisment

ବାରିପଦା: ହାତୀ ସହ ବିପଦପୂର୍ଣ୍ଣ ସେଲଫି। ହାତୀ ଦେଖିବା ବାହାନାରେ ହାତୀକୁ ଚିଡ଼ାଉଛନ୍ତି ଲୋକେ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ନଡ଼ପୁର ଗାଁ ପାଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହୋଇଛି।

Advertisment

ଭିଡିଓଟି ଗତ ମାସ ୨୪ ତାରିଖର ବୋଲି ଜଣାପଡ଼ିଛି। ଝାଡ଼ଖଣ୍ଡର ୪୨ଟିକିଆ ହାତୀପଲ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଯାଉଥିବା ବେଳେ ଲୋକମାନେ ହାତୀକୁ ଅଟକାଇ ସେଲଫି ନେଉଥିବା ଦେଖିବାକୁ ମିଳିଛି।

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଲୋକମାନେ ହାତୀକୁ ଚିଡ଼ାଉଛନ୍ତି। ଫଳରେ ହାତୀଟି ଲୋକମାନଙ୍କୁ ଗୋଡ଼ାଉଛି। ଏହି ସମୟରେ ଭୟଭୀତ ହୋଇ ଲୋକମାନେ ଦୌଡ଼ି ପଳାଉଥିବା ନଜର ଆସିଛି। ଏହି ସମୟରେ ଆଉ କିଛି ଲୋକ ଦୂରରେ ରହି ସେଲ୍‌ଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ