Advertisment

Severe Air Pollution: ଦିଲ୍ଲୀ ଭଳି ବିଗୁଡ଼ୁଛି ଓଡ଼ିଶାରେ ବାୟୁ ସ୍ତର ... ତାଳଚେର, ବାଲେଶ୍ବରରେ ବିଗୁଡ଼ୁଛି ସ୍ଥିତି

ଦିଲ୍ଲୀରୁ ଭୁବନେଶ୍ବର...ବିଷାକ୍ତ ବାୟୁ, ଆକ୍ତାମାକ୍ତା ଜନତା। ପ୍ରତିଦିନ, ପ୍ରତିମାସ, ପ୍ରତିବର୍ଷ ବାୟୁ ପ୍ରଦୂଷଣ ବଢ଼ୁଛି। ପରିସ୍ଥିତି ଏମିତି ହେଲାଣି କି, ଲୋକେ ନିଶ୍ବାସ ନେଉ ନାହାନ୍ତି ତ ବିଷ ଭିତରେ ବଞ୍ଚୁଛନ୍ତି।

POLLUTION

POLLUTION Photograph: (OTV)

Advertisment

ଦିଲ୍ଲୀରୁ ଭୁବନେଶ୍ବର...ବିଷାକ୍ତ ବାୟୁ, ଆକ୍ତାମାକ୍ତା ଜନତା। ପ୍ରତିଦିନ, ପ୍ରତିମାସ, ପ୍ରତିବର୍ଷ ବାୟୁ ପ୍ରଦୂଷଣ ବଢ଼ୁଛି। ପରିସ୍ଥିତି ଏମିତି ହେଲାଣି କି, ଲୋକେ ନିଶ୍ବାସ ନେଉ ନାହାନ୍ତି ତ ବିଷ ଭିତରେ ବଞ୍ଚୁଛନ୍ତି। ଦୁଇ ଦିନ ତଳେ ପ୍ରଦୂଷଣରେ ଦିଲ୍ଲୀକୁ ମାତ୍ ଦେଇଥିଲା ଓଡ଼ିଶା। ପୂର୍ବାହ୍ନ ୧୧ଟା ସୁଦ୍ଧା ଦେଶର ୫ ପ୍ରଦୂଷିତ ସହର ଭିତରେ ରାଜ୍ୟର ୩ ସହର ଆସିଥିଲା। ୩୩୬ AQI ସହ ବାଲେଶ୍ବର ପ୍ରଦୂଷିତ ସହର ପାଲଟିଛି। ତା ତଳକୁ ଅଛି ତାଳଚେର। ଯାହାର AQI ରହିଛି ୩୨୪।  ଆଉ ଦିଲ୍ଲୀ କଥା ତ ନକହିବା ଭଲ। 

Advertisment

ବାୟୁରେ ବିଷ...ନିଃଶ୍ବାସ ନେବାକୁ ଲାଗୁଛି ଡର 
ଦିଲ୍ଲୀରୁ ଭୁବନେଶ୍ବର...ସବୁଠି ବିଷାକ୍ତ ବାୟୁ 
ପ୍ରତିଦିନ ବିଗୁଡ଼ୁଛି ବାୟୁର ମାନ 
ଦିଲ୍ଲୀ ଭଳି ବିଗୁଡ଼ୁଛି ଓଡ଼ିଶାରେ ବାୟୁ ସ୍ତର
ତାଳଚେର, ବାଲେଶ୍ବରରେ ବିଗୁଡ଼ୁଛି ସ୍ଥିତି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ