Advertisment

ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ ଚଳାଚଳରେ ସଂପ୍ରସାରଣ

ଭୁବନେଶ୍ୱର: ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ ଚଳାଚଳରେ ସଂପ୍ରସାରଣ କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ କିଛି ଟ୍ରେନ୍‌କୁ ସଂପ୍ରସାରଣ କରାଯାଇଛି। ରାଉରକେଲା ଓ କୋରାପୁଟ ମଧ୍ୟରେ ଚଳାଚଳ କରୁଥିବା ରାଉରକେଲା-କୋରାପୁଟ ଏକ୍ସପ୍ରେସ୍‌କୁ ଛତିଶଗଡ଼ର ଜଗଦଲପୁର ଯାଏ ସଂପ୍ରସାରଣ କରାଯାଇଛି। ଏହାସହ ଜୟପୁର ଓ କୋଟପାଡ଼ ରୋଡ୍‌ରେ ଷ୍ଟପେଜ୍‌ ରଖାଯାଇଛି। ପୁରୀରୁ କେନ୍ଦୁଝରର ବଡ଼ବିଲ ପର୍ଯ୍ୟନ୍ତ ଚାଲୁଥିବା ପୁରୀ-ବଡ଼ବିଲ ଏକ୍ସପ୍ରେସ୍‌କୁ ରାଉରକେଲା ଯାଏ ସଂପ୍ରସାରଣ କରାଯାଇଛି। କଟକ ଓ ବ୍ରହ୍ମପୁର ମଧ୍ୟରେ ଯାତାୟତ କରୁଥିବା ମେମୁ ଟ୍ରେନ୍‌କୁ ଆନ୍ଧ୍ରପ୍ରଦେଶର ଇଛାପୁରମ୍‌ […]

ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ ଚଳାଚଳରେ ସଂପ୍ରସାରଣ

r1

Advertisment

ଭୁବନେଶ୍ୱର: ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ ଚଳାଚଳରେ ସଂପ୍ରସାରଣ କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ କିଛି ଟ୍ରେନ୍‌କୁ ସଂପ୍ରସାରଣ କରାଯାଇଛି। ରାଉରକେଲା ଓ କୋରାପୁଟ ମଧ୍ୟରେ ଚଳାଚଳ କରୁଥିବା ରାଉରକେଲା-କୋରାପୁଟ ଏକ୍ସପ୍ରେସ୍‌କୁ ଛତିଶଗଡ଼ର ଜଗଦଲପୁର ଯାଏ ସଂପ୍ରସାରଣ କରାଯାଇଛି।

Advertisment

ଏହାସହ ଜୟପୁର ଓ କୋଟପାଡ଼ ରୋଡ୍‌ରେ ଷ୍ଟପେଜ୍‌ ରଖାଯାଇଛି। ପୁରୀରୁ କେନ୍ଦୁଝରର ବଡ଼ବିଲ ପର୍ଯ୍ୟନ୍ତ ଚାଲୁଥିବା ପୁରୀ-ବଡ଼ବିଲ ଏକ୍ସପ୍ରେସ୍‌କୁ ରାଉରକେଲା ଯାଏ ସଂପ୍ରସାରଣ କରାଯାଇଛି।

କଟକ ଓ ବ୍ରହ୍ମପୁର ମଧ୍ୟରେ ଯାତାୟତ କରୁଥିବା ମେମୁ ଟ୍ରେନ୍‌କୁ ଆନ୍ଧ୍ରପ୍ରଦେଶର ଇଛାପୁରମ୍‌ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି।

Advertisment

ସେହିପରି ବିଶାଖାପାଟଣାରୁ ପଲାସା ଯା’ଆସ କରୁଥିବା ଟ୍ରେନ୍‌କୁ ବ୍ରହ୍ମପୁର ଯାଏ ରେଳ ମନ୍ତ୍ରାଳୟ ସମ୍ପ୍ରସାରଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ