Advertisment

Senior Clerk Suspended: ଅଫିସରେ ନିଶାସକ୍ତ ଅବସ୍ଥାରେ ଶୋଇଥିଲେ, ହଠାତ କାର୍ଯ୍ୟାଳୟକୁ ପଶି ଆସିଲେ ଜିଲ୍ଲାପାଳ

ଡ୍ୟୁଟି ସମୟରେ ମଦ ପିଇ ନିଲମ୍ବିତ ହେଲେ ବରିଷ୍ଠ କିରାଣୀ। ଅଫିସରେ ଟେବୁଲ ଉପରେ ଗୋଡ ରଖି ନିଶାଶକ୍ତ ଅବସ୍ଥାରେ ଶୋଇଥିଲେ । ହଠାତ୍ କାର୍ଯ୍ୟାଳୟକୁ ପଶି ଆସିଲେ ଜିଲ୍ଲାପାଳ । କିରାଣୀଙ୍କ ଅବସ୍ଥା ଦେଖି ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କଲେ।

DUTY-SAMAYARE-DRINKS

DUTY-SAMAYARE-DRINKS Photograph: (OTV)

Advertisment

ଡ୍ୟୁଟି ସମୟରେ ମଦ ପିଇ ନିଲମ୍ବିତ ହେଲେ ବରିଷ୍ଠ କିରାଣୀ। ଅଫିସରେ ଟେବୁଲ ଉପରେ ଗୋଡ ରଖି ନିଶାଶକ୍ତ ଅବସ୍ଥାରେ ଶୋଇଥିଲେ । ହଠାତ୍ କାର୍ଯ୍ୟାଳୟକୁ ପଶି ଆସିଲେ ଜିଲ୍ଲାପାଳ । କିରାଣୀଙ୍କ ଅବସ୍ଥା ଦେଖି ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କଲେ।  ସୁବର୍ଣ୍ଣପୁର ଜିଲ୍ଲା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟକୁ ଜିଲ୍ଲାପାଳ ନୃପରାଜ ସାହୁ ହଠାତ ପରିଦର୍ଶନରେ ପହଂଚି ଯାଇଥିଲେ। ସେତେବେଳେ ଅଫିସରେ ଥିଲେ ବରିଷ୍ଠ କିରାଣୀ କାଲୁ ମିର୍ଦ୍ଧା । ନିଶାଶକ୍ତ ଅବସ୍ଥାରେ ଅଫିସ ଟେବୁଲ ଉପରେ ଗୋଡରଖି ଶୋଇଥିଲେ । ଦୃଶ୍ୟ ଦେଖିଲା ପରେ ଜିଲ୍ଲାପାଳ କାଲୁ ମିର୍ଦ୍ଧାଙ୍କୁ ତରୁନ୍ତ କାର୍ଯ୍ୟରୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । 

Advertisment

ଡ୍ୟୁଟି ସମୟରେ ମଦ ପିଇ ନିଲମ୍ବିତ ହେଲେ ବରିଷ୍ଠ କିରାଣୀ
ଅଫିସରେ ଟେବୁଲ ଉପରେ ଗୋଡ ରଖି ନିଶାଶକ୍ତ ଅବସ୍ଥାରେ ଶୋଇଥିଲେ 
ହଠାତ୍ କାର୍ଯ୍ୟାଳୟକୁ ପଶି ଆସିଲେ ଜିଲ୍ଲାପାଳ 
କିରାଣୀଙ୍କ ଅବସ୍ଥା ଦେଖି ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କଲେ
ଜିଲ୍ଲା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟର ଘଟଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ