Advertisment

କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ଭିଣୋଇ ଗିରଫ

ବାଲେଶ୍ୱର: ଧରାପଡ଼ିଲା ବଡ଼ ଧରଣର ଡ୍ରଗ୍ସ କାରବାର। ଅଡ଼ର ବଜାରରୁ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ଜଣାପଡ଼ିଛି। ବ୍ରାଉନସୁଗାର ସହ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ଚଢ଼ାଉ କରି ସହଦେବଖୁଣ୍ଟା ପୋଲିସ ଜବତ କରିଛି। ପୋଲିସ ହାତରେ ଧରାପଡ଼ିଥିବା ବ୍ୟକ୍ତି ଜଣଙ୍କ ହେଲେ ମୁନା ଖାଁ। ମୁନା କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ଭିଣୋଇ। ଶେଖ ରାଜାକୁ STF […]

ଅଦ୍ୟତନ ହୋଇଛି
କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ଭିଣୋଇ ଗିରଫ

sahdebkhunta

Advertisment

ବାଲେଶ୍ୱର: ଧରାପଡ଼ିଲା ବଡ଼ ଧରଣର ଡ୍ରଗ୍ସ କାରବାର। ଅଡ଼ର ବଜାରରୁ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ଜଣାପଡ଼ିଛି। ବ୍ରାଉନସୁଗାର ସହ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ଚଢ଼ାଉ କରି ସହଦେବଖୁଣ୍ଟା ପୋଲିସ ଜବତ କରିଛି।

Advertisment

ହାତରେ ଧରାପଡ଼ିଥିବା ବ୍ୟକ୍ତି ଜଣଙ୍କ ହେଲେ ମୁନା ଖାଁ। ମୁନା କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ଭିଣୋଇ। ଶେଖ ରାଜାକୁ STF ଧରିବା ପରଠୁ ମୁନା ସାମ୍ରାଜ୍ୟ ଚଳାଇଥିଲା। ଚଢ଼ାଉ ବେଳେ ଜଣେ ଡ୍ରଗ୍ସ ମାଫିଆ ଖସି ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ