Elephant Photograph: (OTV)
ରାଜଧାନୀର ଭରତପୁର ଜଙ୍ଗଲରେ ୨ ଦିନର ଅପରେସନ ପରେ ହେଲା ଟ୍ରାଙ୍କୁଲାଇଜ୍ ହେଲା ହାତୀ ପଲଙ୍କ। ଟ୍ରାଙ୍କୁଲାଇଜ୍ ପରେ ପଲଙ୍କ ଦନ୍ତା ହାତୀ ଦେହରେ ରେଡିଓ କଲାର ବାନ୍ଧିଛି ବନ ବିଭାଗ। ରେଡିଓ କଲାର ବାନ୍ଧିବା ଫଳରେ ତାର ଗତି ବିଧି ଉପରେ ନଜର ରଖି ପାରିବ ବନ ବିଭାଗ I
ଚନ୍ଦକା ଡିଏଫଓଙ୍କ ତତ୍ତ୍ବାବଧାନରେ ଚନ୍ଦକା ଡିଭିଜନ ଓ ଭୁବନେଶ୍ବର ଆରଆରଟି ଟିମ୍ ଟ୍ରାଂକୁଲାଇଜ୍ ପରେ ରେଡିଓ କଲାର ବାନ୍ଧିଛି। ଗତ କିଛି ଦିନ ହେଲା ଏହି ଦନ୍ତା ହାତୀଟି ରାଜଧାନୀରେ ଜନବସତି ଅଞ୍ଚଳକୁ ଆସି ଆତଙ୍କ ସୃଷ୍ଟି କରୁଥିଲା।...
'ପଲଙ୍କ' ଟ୍ରାଙ୍କୁଲାଇଜ୍
ଟ୍ରାଙ୍କୁଲାଇଜ୍ ହେଲା ଆତଙ୍କ ସୃଷ୍ଟି କରିଥିବା ହାତୀ 'ପଲଙ୍କ'
ରାଜଧାନୀର ଭରତପୁର ଜଙ୍ଗଲରେ ମଚାଇଥିଲା ଆତଙ୍କ
୨ ଦିନର ଅପରେସନ ପରେ ହେଲା ଟ୍ରାଙ୍କୁଲାଇଜ୍
ଟ୍ରାଙ୍କୁଲାଇଜ୍ ପରେ ଦନ୍ତା ଦେହରେ ବନ୍ଧାଗଲା ରେଡିଓ କଲାର
ଏବେ 'ପଲଙ୍କ'ର ଗତିବିଧି ଉପରେ ନଜର ରଖି ପାରିବ ବନ ବିଭାଗ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/18/elephant-2026-02-18-10-04-46.jpg)