Advertisment

Pandit Shridhar Acharya Passes Away: ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ପରଲୋକ

ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ପରଲୋକ। ଜଣାଶୁଣା ଜ୍ୟୋତିଷଶାସ୍ତ୍ରୀ ଥିଲେ ଶ୍ରୀଧର ଆଚାର୍ଯ୍ୟ। ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା। ଜ୍ୟୋତିଷଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ଉପରେ ଥିଲା ଦଖଲ। ଶ୍ରୀଧର ଆଚାର୍ଯ୍ୟଙ୍କ ମୃତ୍ୟୁରେ ଜ୍ୟୋତିଷଶାସ୍ତ୍ରୀ ମହଲରେ ଶୋକ।

Pandit Shridhar Acharya Passes Away

ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ପରଲୋକ Photograph: (OTV)

Advertisment

ଜଣାଶୁଣା ଜ୍ୟୋତିଷଶାସ୍ତ୍ରୀ ତଥା ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ପରଲୋକ। ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କର ଆଜି ହୃଦଘାତରେ ପରଲୋକ ଘଟିଛି। ତାଙ୍କୁ ମାତ୍ର ୫୧ ବର୍ଷ ହୋଇଥିଲା। ତାଙ୍କ ନିଜ ଘର କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ। ସେ ଭୁବନେଶ୍ବରରେ ରହୁଥିଲେ। କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

Advertisment

ବେଦ- ବେଦାନ୍ତ ସହ ଜ୍ୟୋତିଷଶାସ୍ତ୍ର ଓ ବାସ୍ତୁଶାସ୍ତ୍ର ଉପରେ ପଣ୍ଡିତ ଆଚାର୍ଯ୍ୟଙ୍କର ଗଭୀର ଦକ୍ଷତା ଥିଲା। ସେ ବିଭିନ୍ନ ସମୟରେ ରାଜ୍ୟ-ଦେଶ ଓ ନେତାଙ୍କର ମଧ୍ୟ ଭବିଷ୍ୟ ଗଣନା କରି ଚର୍ଚ୍ଚାରେ ରହିଥିଲେ। ତାଙ୍କ ପରଲୋକରେ ଜ୍ୟୋତିଷଶାସ୍ତ୍ରୀ ମହଲରେ ଶୋକର ଛାୟା ଖେଳି ଯାଇଛି।...

  • ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ପରଲୋକ
  • ଜଣାଶୁଣା ଜ୍ୟୋତିଷଶାସ୍ତ୍ରୀ ଥିଲେ ଶ୍ରୀଧର ଆଚାର୍ଯ୍ୟ
  • ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା
  • ଜ୍ୟୋତିଷଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ଉପରେ ଥିଲା ଦଖଲ
  • ଶ୍ରୀଧର ଆଚାର୍ଯ୍ୟଙ୍କ ମୃତ୍ୟୁରେ ଜ୍ୟୋତିଷଶାସ୍ତ୍ରୀ ମହଲରେ ଶୋକ
Advertisment
Odisha News Passes Away Famous Astrologer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ