Advertisment

Digital Push for Ratna Bhandar Audit: ରତ୍ନଭଣ୍ଡାର ଗଣତିମଣତି ପାଇଁ ୨ଟି ଟିମ୍, ହେବ ଡିଜିଟାଲାଇଜେସନ

ରତ୍ନଭଣ୍ଡାର ଗଣତିମଣତିରେ ରହିବେ ଦୁଇଟି ଟିମ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି SOPକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ସଭାକକ୍ଷରେ ବୈଠକ ବସିଥିଲା।

Ratnabhabdar

Ratnabhabdar Photograph: (OTV)

Advertisment

ରତ୍ନଭଣ୍ଡାର ଗଣତିମଣତିରେ ରହିବେ ଦୁଇଟି ଟିମ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି SOPକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ସଭାକକ୍ଷରେ ବୈଠକ ବସିଥିଲା।

Advertisment

କାର୍ଯ୍ୟ ସମ୍ପାଦନ ଦଳ ଗଣତିମଣତି କାର୍ଯ୍ୟ କରିବେ । ତତ୍ତ୍ୱାବଧାରକ ଟିମ୍ ଗଣତିମଣତିର ତଦାରଖ କରିବେ । ଗଣତିମଣତିର ଡିଜିଟାଲାଇଜେସନ ହେବ । ଗଣତିମଣତି ପ୍ରକ୍ରିୟାର ଫଟୋଗ୍ରାଫି ବି ହେବ । ପ୍ରଥମେ ଚଳନ୍ତି ଭଣ୍ଡାରର ଗଣତି ହେବ ଏବଂ ପରେ ବାହାର ରତ୍ନଭଣ୍ଡାରର ହେବ ଗଣତି । ଏପଟେ ଅପରାହ୍ଣ ୫ଟାରେ ବସିବ ଛତିଶା ନିଯୋଗ ବୈଠକ । 

  ଗଣତିମଣତି ପାଇଁ ୨ଟି ଟିମ୍ 
ରତ୍ନଭଣ୍ଡାର ଗଣତିମଣତି ନେଇ ବୈଠକ
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା ବୈଠକ 
ଗଣତିମଣତିରେ ରହିବେ ଦୁଇଟି ଟିମ 
କାର୍ଯ୍ୟ ସମ୍ପାଦନ ଟିମ୍ ଗଣତିମଣତି କାର୍ଯ୍ୟ କରିବେ 
ତତ୍ତ୍ୱାବଧାରକ ଟିମ୍ ଗଣତିମଣତିର ତଦାରଖ କରିବେ
ଗଣତିମଣତିର ଡିଜିଟାଲାଇଜେସନ ହେବ
ଗଣତିମଣତି ପ୍ରକ୍ରିୟାର ଫଟୋଗ୍ରାଫି ହେବ 
ପ୍ରଥମେ ଚଳନ୍ତି ଭଣ୍ଡାରର ଗଣତି ହେବ 
ତାପରେ ବାହାର ରତ୍ନଭଣ୍ଡାରର ହେବ ଗଣତି 
ଅପରାହ୍ଣ ୫ଟାରେ ବସିବ ଛତିଶା ନିଯୋଗ ବୈଠକ

Advertisment
Lord Jaganath Ratnabhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ