Advertisment

ପ୍ରଦୀପ ପଣ୍ଡାଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର

ନୂଆଦିଲ୍ଲୀ: ଓଡିଶାର ସିଆରପିଏଫ୍ କନେଷ୍ଟବଳ ପ୍ରଦୀପ କୁମାର ପଣ୍ଡାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି। ତାଙ୍କୁ  ମରଣୋତ୍ତର କୀର୍ତ୍ତି ଚକ୍ର ପୁରସ୍କାର ଦିଆଯାଇଛି। ସହିଦ ପ୍ରଦୀପ କୁମାରଙ୍କ ପତ୍ନୀ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।  ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଏନ୍‌କାଉଣ୍ଟରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।  ଜୈଶ-ଏ -ମହମ୍ମଦ ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟର ବେଳେ ପ୍ରଦୀପ ସହିଦ୍‌ ହୋଇଥିଲେ। ଦକ୍ଷିଣ କାଶ୍ମୀରରେ  ଏକ ସିଆରପିଏଫ୍ ଟ୍ରେନିଂ କ୍ୟାମ୍ପ […]

ପ୍ରଦୀପ ପଣ୍ଡାଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର

ramnathh

Advertisment

ନୂଆଦିଲ୍ଲୀ: ଓଡିଶାର ସିଆରପିଏଫ୍ କନେଷ୍ଟବଳ ପ୍ରଦୀପ କୁମାର ପଣ୍ଡାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି। ତାଙ୍କୁ  ମରଣୋତ୍ତର କୀର୍ତ୍ତି ଚକ୍ର ପୁରସ୍କାର ଦିଆଯାଇଛି।

Advertisment

ସହିଦ ପ୍ରଦୀପ କୁମାରଙ୍କ ପତ୍ନୀ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।  ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଏନ୍‌କାଉଣ୍ଟରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।  ଜୈଶ-ଏ -ମହମ୍ମଦ ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟର ବେଳେ ପ୍ରଦୀପ ସହିଦ୍‌ ହୋଇଥିଲେ।

ଦକ୍ଷିଣ କାଶ୍ମୀରରେ  ଏକ ସିଆରପିଏଫ୍ ଟ୍ରେନିଂ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ପରେ ସୁରକ୍ଷାକର୍ମୀଙ୍କୁ ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନ ନିଅଯାଇଥିଲା।  ପ୍ରାୟ ୩୬ଘଣ୍ଟା ଧରି ଚାଲିଥିବା ଏହି ଅପରେସନରେ ତିନି ଜଣ ଆତଙ୍କବାଦୀ ନିପାତ ହୋଇଥିଲେ।  ସହିଦ ପ୍ରଦୀପ ପଣ୍ଡାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାର ଲିପଲୋଇ ଗାଁରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ