Advertisment

Big Update for Farmers: ଘୋଷଣା ହେଲା ରବି ଧାନ କିଣା ତାରିଖ, ଜାଣନ୍ତୁ ଚାଷୀ କେବେଠୁ କରିବେ ରେଜିଷ୍ଟ୍ରେସନ

ମେ’ ୧ ତାରିଖରୁ ଜୁନ୍ ୩୦ ଯାଏଁ ରବି ଧାନ କିଣା ହେବ। ଧାନ MSP ୨୩୬୯ ଟଙ୍କା ବ୍ୟତୀତ ଇନପୁଟ୍ ସହାୟତା ୭୩୧ ଟଙ୍କା ମିଳିବ। ଫୋକସରେ ରହିବ ବରଗଡ଼, ସମ୍ବଲପୁର, ବାଲେଶ୍ବର ଭଳି ୨୦ ଜିଲ୍ଲା।

Rabi Paddy

Rabi Paddy Photograph: (OTV)

Advertisment

ମେ’ ପହିଲାରୁ ରବି ଧାନ କିଣା। ଆରମ୍ଭ ହେବ ରବି ଧାନ କିଣା ପାଇଁ ରେଜିଷ୍ଟ୍ରେସନ୍। ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛି ଖାଦ୍ୟ ଓ ଯୋଗାଣ ବିଭାଗ। ମାର୍ଚ୍ଚ ୧୦ରୁ ୨୦ ଯାଏଁ ଚାଷୀ ରେଜିଷ୍ଟ୍ରେସନ୍ କରିବେ । 

Advertisment

ମେ’ ୧ ତାରିଖରୁ ଜୁନ୍ ୩୦ ଯାଏଁ ରବି ଧାନ କିଣା ହେବ। ଧାନ MSP ୨୩୬୯ ଟଙ୍କା ବ୍ୟତୀତ ଇନପୁଟ୍ ସହାୟତା ୭୩୧ ଟଙ୍କା ମିଳିବ। ଫୋକସରେ ରହିବ ବରଗଡ଼, ସମ୍ବଲପୁର, ବାଲେଶ୍ବର ଭଳି ୨୦ ଜିଲ୍ଲା। ଧାନ କଳାବଜାରୀ ରୋକିବାକୁ ସ୍ବତନ୍ତ୍ର ନଜର ରଖାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 

ମେ’ ପହିଲାରୁ ରବି ଧାନ କିଣା 

ଆରମ୍ଭ ହେବ ରବି ଧାନ କିଣା ପାଇଁ ରେଜିଷ୍ଟ୍ରେସନ୍ 
ମାର୍ଚ୍ଚ ୧୦ରୁ ୨୦ ଯାଏଁ ରେଜିଷ୍ଟ୍ରେସନ୍  
ମେ’ ୧ ତାରିଖରୁ ଜୁନ୍ ୩୦ ଯାଏଁ ରବି ଧାନ କିଣା
ଫୋକସରେ ରହିବ ୨୦ ଜିଲ୍ଲା 
ଧାନକଳା ବଜାରୀ ରୋକିବାକୁ ସ୍ବତନ୍ତ୍ର 

Advertisment

Paddy Procurement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ