SCB ICU ଅଘଟଣ: କମିଟି କରିବ ଯାଞ୍ଚ Photograph: (OTV)
ଏସସିବି ଆଇସିୟୁ ବେଡରୁ ମହିଳା ରୋଗୀ ଖସିପଡିବା ଘଟଣାରେ ତଦନ୍ତ କମିଟି ଗଠିତ। ଏସସିବି ମେଡିକାଲ୍ ତରଫରୁ ଅନୁଧ୍ୟାନ ପାଇଁ ତଦନ୍ତ କମିଟି ଗଠନ ହୋଇଛି। କମିଟି ଘଟଣାର ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏସସିବି ମେଡିକାଲ ମେଡ଼ିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସରୋଜ ତ୍ରିପାଠୀ ୬ ଜଣିଆ କମିଟି ମୁଖ୍ୟ ରହିଛନ୍ତି। ୨ ଜଣ ଆସୋସିଏଟ ପ୍ରଫେସର ଓ ୨ ଜଣ ଆସିଷ୍ଟାଣ୍ଟ ପ୍ରଫେସର କମିଟିରେ ରହିଛନ୍ତି। ଗତକାଲି ମେଡ଼ିସିନ୍ ଆଇସିୟୁର ୬ ଜଣ ନର୍ସିଂ କର୍ମଚାରୀଙ୍କୁ ହଟାଇ ଦିଆଯିବା ସହ ଆଇସିୟୁ ଇନଚାର୍ଜଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ମେଡ଼ିସିନ୍ ବିଭାଗ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଦାୟିତ୍ବରେ ଅଛନ୍ତି।
- ICU ଅଘଟଣ: କମିଟି କରିବ ଯାଞ୍ଚ
- ଏସସିବି ଆଇସିୟୁ ବେଡରୁ ମହିଳା ରୋଗୀ ଖସିପଡିବା ଘଟଣା
- ଏସସିବି ମେଡିକାଲ୍ ତରଫରୁ ଅନୁଧ୍ୟାନ ପାଇଁ ତଦନ୍ତ କମିଟି ଗଠନ
- ସିନ୍ ବିଭାଗ ମୁଖ୍ୟ ପ୍ରଫେସର ସରୋଜ ତ୍ରିପାଠୀଙ୍କ ନେତୃତ୍ବରେ କମିଟି
- ୬ ଜଣିଆ କମିଟିରେ ୨ ଆସୋସିଏଟ ପ୍ରଫେସର, ୨ ଆସିଷ୍ଟାଣ୍ଟ ପ୍ରଫେସର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/11/south-africa-wins-2026-02-11-17-38-35.jpg)