vishal dev
Advertisment
ଭୁବନେଶ୍ୱର : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ଘଟଣାରେ ପ୍ରତିବାଦ ପାଇଁ OUJର ଆହ୍ୱାନ। ଘଟଣାକୁ OUJ ସଭାପତି ପ୍ରସନ୍ନ ମହାନ୍ତି ନିନ୍ଦା କରିବା ସହ ଏଭଳି ଘଟଣାକୁ ପ୍ରତିବାଦ ପାଇଁ ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇଛନ୍ତି।
Advertisment
ଅମଲାଙ୍କ ବେଖାତିର ମନୋଭାବକୁ ଗଣମାଧ୍ୟମ ପ୍ରତିନିଧିମାନେ ବିରୋଧ କରିବେ ବୋଲି OUJ କହିଛି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଓଟିଭି ପ୍ରତିନିଧିଙ୍କୁ ଉଠି ପଳାଇବାକୁ କହିଥିଲେ କ୍ରୀଡ଼ା ସଚିବ ବିଶାଲ ଦେବ। ତାଙ୍କୁ ପ୍ରକୋଷ୍ଠରୁ ବାହାରି ଯିବାକୁ କହିବା ସହ ଓଟିଭିର ବୁମ୍କୁ ମଧ୍ୟ ଠେଲି ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vishal-dev_1626416603.jpg)