ଓଡିଶା ସ୍ୱାସ୍ଥ୍ୟ Pregnant Woman Walks 5 km: ରାସ୍ତା ନାହିଁ; ପାହାଡ଼ ତଳକୁ ୫ କିଲୋମିଟର ଚାଲିଲେ ଗର୍ଭବତୀ! ପାଞ୍ଚ କିଲୋମିଟର ପାଦେ ଚାଲି ଡାକ୍ତରଖାନାକୁ ଗଲେ ଗର୍ଭବତୀ ମହିଳା। ଆମ୍ବୁଲାନ୍ସ ପାତ୍ରପୁର ବ୍ଳକର ଅନେକ ଗାଁକୁ ପହଁଚି ପାରୁ ନାହିଁ। ରାସ୍ତା ନଥିବା ପାହାଡ଼ିଆ ଅଞ୍ଚଳରେ ରାସ୍ତା ସମସ୍ୟା ଯୋଗୁଁ ରୋଗୀ ଓ ଗର୍ଭବତୀ ମହିଳାମାନେ ଅନେକ ସମୟରେ ଅସୁବିଧା ଭୋଗୁଛନ୍ତି। 20 Jan 2026 18:40 ISTPramod Behera Follow Usରାସ୍ତା ନାହିଁ; ପାହାଡ଼ ତଳକୁ ୫ କିଲୋମିଟର ଚାଲିଲେ ଗର୍ଭବତୀ! Photograph: (OTV)Advertisment Read More Odisha News Ambulance Pregnant Women