tiger
Advertisment
ଅନୁଗୁଳ : ସାତକୋଶିଅାରେ ମୃତ୍ୟୁବରଣ କରିଥିବା କାହ୍ନାରୁ ଅାସିଥିବା ମହାବଳର ପାକସ୍ଥଳୀରୁ ମିଳିଛି ଝିଙ୍କ କାଠି। ୮ରୁ ୧୦ଟି ଝିଙ୍କ କାଠି ସହ ମୃତ ମହାବଳର ମଳରୁ ବାର୍ହା ଲୋମ ମିଳିଥିବା ସୂଚନା ଦେଇଛନ୍ତି। ସାତକୋଶିଅା ଫିଲ୍ଡ ଡାଇରେକ୍ଟର ସୁଦର୍ଶନ ପଣ୍ଡା ପୋଷ୍ଟମର୍ଟମ ରିପୋର୍ଟ ସଂପର୍କରେ ସେ ବିସ୍ତୃତ ତଥ୍ୟ ଦେଇଛନ୍ତି।
Advertisment
ସଂକ୍ରମଣ ଏବଂ ଅନେକ ଅଙ୍ଗ ଅକାମୀ ଯୋଗୁଁ ମହାବଳର ମୃତ୍ୟୁ ଘଟିଥିଲା ବୋଲି ପୋଷ୍ଟ ମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ବାଘ ବେକରେ ହୋଇଥିବା ଘା’ ରୁ କୌଣସି ତାର ମିଳିନଥିବା ସେ ସ୍ପଷ୍ଟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tiger-4_1626416441.jpg)