Advertisment

Police Raid: ନୂଆପଡ଼ାରେ ପ୍ରୀତିରଞ୍ଜନ ଘଡ଼େଇ ରହୁଥିବା ଘରେ ଚଢ଼ାଉ, ସାମିଲ ଥିଲେ ପ୍ରାୟ ୪୦ ପୋଲିସ କର୍ମଚାରୀ

ଚଢାଉ ସମୟରେ ବିଜେଡି କର୍ମୀମାନେ ହୋହଲ୍ଲା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବିକ୍ଷୋଭ କରିଥିଲେ ବିଜେଡି ନେତା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

ଅଦ୍ୟତନ ହୋଇଛି
NUAPADA

NUAPADA Photograph: (OTV)

Advertisment

ନୂଆପଡ଼ାରେ ପ୍ରୀତିରଞ୍ଜନ ଘଡ଼େଇ ରହୁଥିବା ଘରେ ଚଢ଼ାଉ । ଡ୍ୟୁଟିରେ ଥିବା ଦୁଇ ଜଣ ମାଜିଷ୍ଟ୍ରେଟଙ୍କ ନେତୃତ୍ବରେ ହୋଇଥିଲା ଚଢାଉ । ପ୍ରାୟ ୪୦ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ନୂଆପଡ଼ା ଖରିଆର୍ ରୋଡ୍ ରେ ପ୍ରୀତିରଞ୍ଜନ ରହୁଥିବା ଘରେ ରେଡ୍ କରାଯାଇଥିଲା । ଚଢାଉ ସମୟରେ ବିଜେଡି କର୍ମୀମାନେ ହୋହଲ୍ଲା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବିକ୍ଷୋଭ କରିଥିଲେ ବିଜେଡି ନେତା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର୍ ପ୍ରଚାରକ ଅଛନ୍ତି ପ୍ରୀତିରଞ୍ଜନ ଘଡ଼ାଇ । 

Advertisment

ନୂଆପଡ଼ାରେ ପ୍ରୀତିରଞ୍ଜନ ଘଡ଼େଇ ରହୁଥିବା ଘରେ ଚଢ଼ାଉ
ଡ୍ୟୁଟିରେ ଥିବା ଦୁଇ ଜଣ ମାଜିଷ୍ଟ୍ରେଟଙ୍କ ନେତୃତ୍ବରେ ରେଡ୍
ସାମିଲ ଥିଲେ ପ୍ରାୟ ୪୦ ପୋଲିସ କର୍ମଚାରୀ
ଖରିଆର୍ ରୋଡରେ ପ୍ରୀତିରଞ୍ଜନ ରହୁଥିବା ଘରେ ରେଡ୍
ବିଜେଡି କର୍ମୀଙ୍କ ହୋହଲ୍ଲା ଓ ବିକ୍ଷୋଭ 
ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବିକ୍ଷୋଭ ପ୍ରଦର୍ଶନ
ନୂଆପଡ଼ାରେ ବିଜେଡିର ଷ୍ଟାର୍ ପ୍ରଚାର ଅଛନ୍ତି ପ୍ରୀତିରଞ୍ଜନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ