Advertisment

ବଢ଼ୁଛି ତୈଳ ଦର ; ଭୁବନେଶ୍ୱରରେ ୭୪ ଟଙ୍କା ଟପିଲା ପେଟ୍ରୋଲ୍‌

ଭୁବନେଶ୍ୱର :  ଗତ ୬ ଦିନ ହେଲା ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ଇଣ୍ଡିଆନ ଅଏଲର ସୂଚନା ଅନୁସାରେ ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ୭୪ଟଙ୍କା ୭୬ ପାଇସା ହୋଇଥିବାବେଳେ ,ଡିଜେଲ୍ ଦର ୬୫ ଟଙ୍କା ୭୩ ପଇସା ହୋଇଛି। ତେବେ ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ବାଣିଜ୍ୟିକ ନଗରୀ ମୁମ୍ବାଇରେ ଆଜି ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୪୨ ପଇସା ହୋଇଛି। ତେବେ ଚେନ୍ନାଇରେ ୭୭ ଟଙ୍କା ୭୨ ପଇସା […]

ବଢ଼ୁଛି ତୈଳ ଦର ; ଭୁବନେଶ୍ୱରରେ ୭୪ ଟଙ୍କା ଟପିଲା ପେଟ୍ରୋଲ୍‌

petrol_price_4_0_0

Advertisment

ଭୁବନେଶ୍ୱର :  ଗତ ୬ ଦିନ ହେଲା ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ଇଣ୍ଡିଆନ ଅଏଲର ସୂଚନା ଅନୁସାରେ ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ୭୪ଟଙ୍କା ୭୬ ପାଇସା ହୋଇଥିବାବେଳେ ,ଡିଜେଲ୍ ଦର ୬୫ ଟଙ୍କା ୭୩ ପଇସା ହୋଇଛି।

Advertisment

ତେବେ ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ବାଣିଜ୍ୟିକ ନଗରୀ ମୁମ୍ବାଇରେ ଆଜି ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୪୨ ପଇସା ହୋଇଛି। ତେବେ ଚେନ୍ନାଇରେ ୭୭ ଟଙ୍କା ୭୨ ପଇସା ହୋଇଛି ପେଟ୍ରୋଲ।

ଭୁବନେଶ୍ୱରରେ ୭୪ ଟଙ୍କା ଅତିକ୍ରମ କରିଛି ପେଟ୍ରୋଲ ଦର। ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଯୋଗୁଁ ତୈଳ ଦର ବଢୁଥିବା କୁହାଯାଇଛି । ତେବେ ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁଁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡୁଛି ବୋଲି କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ