Chilka Photograph: (OTV)
Advertisment
ଚିଲିକା ମଝିରେ ଫସିଲା ଭସାପୋଲ। ଜହ୍ନିକୁଦାରୁ ସାତପଡା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ଭସାପୋଲ। ମଝି ଚିଲିକାରେ ଅଟକିଛନ୍ତି ୭୦ ଯାତ୍ରୀଙ୍କ ସମେତ ୫ କାର୍, ୫ ବାଇକ୍ ଓ ଗୋଟିଏ ବସ୍ । ଚିଲିକା ମଝିରେ ଥିବା ମହିଁଷା କୁଦ ନିକଟରେ କୌଣସି କାରଣରୁ ଚ୍ୟାନେଲ ବାହରକୁ ଚାଲିଯିବାରୁ କୁଦରେ ଫସିରହିଛି । ଅନ୍ୟ ଏକ ଭସାପୋଲ ମାଧ୍ୟମରେ ଟାଣି ଟାଣି ଚ୍ୟାନେଲ ମଧ୍ୟକୁ ଆଣିବାକୁ ଉଦ୍ୟମ ଚାଲିଛି।
Advertisment
କୁଦରେ ଫସିଲା ଭସାପୋଲ
ଅଟକିଛନ୍ତି ୭୦ ଯାତ୍ରୀଙ୍କ ସମେତ ୫ କାର୍, ୫ ବାଇକ୍ ଓ ଗୋଟିଏ ବସ୍
ଚ୍ୟାନେଲ୍ ବାହାରକୁ ଚାଲିଯିବାରୁ ମହିଁଷା କୁଦରେ ଫସିଛି ଭସାପୋଲ
ଭସାପୋଲକୁ ଚ୍ୟାନେଲ ମଧ୍ୟକୁ ଆଣିବାକୁ ପ୍ରୟାସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/chilka-2026-01-17-17-49-35.jpg)