Advertisment

Odisha Farmers to Benefit: ଟୋକନ୍ ଲାପ୍ସର ୧୫ ଦିନ ପର୍ଯ୍ୟନ୍ତ ଧାନ କିଣା; କୃଷ୍ଣଚନ୍ଦ୍ର ପାତ୍ର

‘ଟୋକନ୍ ଲାପ୍ସର ୧୫ ଦିନ ପର୍ଯ୍ୟନ୍ତ ଧାନ କିଣା’। ଧାନ କିଣା ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା। ‘ଟୋକନ ସମୟ ସମାପ୍ତ ହୋଇଗଲେ ମଧ୍ୟ ଆଉ ୧୫ ଦିନ ବଢ଼ିବ ଅବଧି’।‘ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଏହି ସମୟ ଅବଧି ବଢ଼ାଇ ପାରିବେ’।

Odisha Farmers to Benefit

ଟୋକନ୍ ଲାପ୍ସର ୧୫ ଦିନ ପର୍ଯ୍ୟନ୍ତ ଧାନ କିଣା; କୃଷ୍ଣଚନ୍ଦ୍ର ପାତ୍ର Photograph: (OTV)

Advertisment

‘ଟୋକନ୍ ଲାପ୍ସର ୧୫ ଦିନ ପର୍ଯ୍ୟନ୍ତ ଧାନ କିଣା’। ଧାନ କିଣା ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା। ‘ଟୋକନ ସମୟ ସମାପ୍ତ ହୋଇଗଲେ ମଧ୍ୟ ଆଉ ୧୫ ଦିନ ବଢ଼ିବ ଅବଧି’।‘ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଏହି ସମୟ ଅବଧି ବଢ଼ାଇ ପାରିବେ’। ‘ବିଳମ୍ବ କିମ୍ବା ସମସ୍ୟା ଯୋଗୁଁ ରାଜ୍ୟର ଚାଷୀଙ୍କୁ ବାଦ୍ ଦିଆଯିବ ନାହିଁ’। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ କିଣା ଜାରି ରହିବ। ଏମିତି ସୂଚନା ଦେଇଛି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisment

Krushna Chandra Patra Odisha Farmer Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ