vacant post Photograph: (OTV)
ରାଜ୍ୟରେ ଖାଲି ପଡ଼ିଛି ୯୪ ହଜାରରୁ ଅଧିକ ପଦବୀ। ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୯୪ ହଜାର ୪୮୫ ପଦବୀ। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୦ ହଜାର ୨୮୯ ପଦବୀ ଖାଲି ପଡ଼ିଛି। ସେହିଭଳି ଗୁରୁତ୍ବପୂର୍ଣ୍ଣ ଗୃହ ବିଭାଗରେ ଖାଲି ପଡ଼ିଛି ୧୬ ହଜାର ୩୨ ପଦବୀ। ସ୍ୱାସ୍ଥ୍ୟ ବିଭାଗର ମଧ୍ୟ ୧୦ ହଜାର ୪୫୭ ପଦବୀ ଖାଲି। ସେପଟେ ୧୨ ଜୁନ୍ ୨୦୨୪ରୁ ୧୨ ଫେବ୍ରୁଆରୀ ୨୦୨୬ ମଧ୍ୟରେ ରାଜ୍ୟର ବିଭିନ୍ନ ବିଭାଗର ୩୯ ହଜାର ୫୦୫ ନିଯୁକ୍ତି ସରିଥିବା ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଉଲ୍ଲେଖ ରହିଛି।...
ରାଜ୍ୟରେ ଖାଲି ପଡ଼ିଛି ୯୪ ହଜାରରୁ ଅଧିକ ପଦବୀ
ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୯୪ ହଜାର ୪୮୫ ପଦବୀ
ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
୧୨ ଫେବ୍ରୁଆରୀ ୨୦୨୬ ସୁଦ୍ଧା ଖାଲି ପଡ଼ିଛି ୯୪ ହଜାର ୪୮୫ ପଦବୀ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୦ ହଜାର ୨୮୯ ପଦବୀ ଖାଲି
ଗୃହ ବିଭାଗରେ ୧୬ ହଜାର ୩୨, ସ୍ୱାସ୍ଥ୍ୟରେ ୧୦ ହଜାର ୪୫୭ ପଦବୀ ଖାଲି
୧୨/୦୬/୨୪ରୁ ୧୨/୦୨/୨୬ ମଧ୍ୟରେ ୩୯ ହଜାର ୫୦୫ ନିଯୁକ୍ତି ସରିଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/23/vacant-post-2026-02-23-18-44-02.jpg)