Advertisment

ଏସ୍‌ସିବି ମେଡିକାଲ୍‌ ସମ୍ପ୍ରସାରଣ ପାଇଁ ଭଙ୍ଗାଯିବ ସ୍କୁଲ

କଟକ: କଟକ ବଡ଼ ମେଡିକାଲର ସମ୍ପ୍ରସାରଣ ଲାଗି ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରିବାକୁ ସ୍କୁଲ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଜି ସ୍କୁଲ ସାମ୍ନାରେ ଏକତ୍ରିତ ହୋଇ ଅଭିଭାବକମାନେ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି। ଅଭିଭାବକମାନେ କହିଛନ୍ତି, ଏହି ସ୍କୁଲ ଭଙ୍ଗା ଯାଇ ପିଲାଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରାଗଲେ, […]

ଅଦ୍ୟତନ ହୋଇଛି
ଏସ୍‌ସିବି ମେଡିକାଲ୍‌ ସମ୍ପ୍ରସାରଣ ପାଇଁ ଭଙ୍ଗାଯିବ ସ୍କୁଲ

1

Advertisment

କଟକ: କଟକ ବଡ଼ ମେଡିକାଲର ସମ୍ପ୍ରସାରଣ ଲାଗି ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରିବାକୁ ସ୍କୁଲ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି।

Advertisment

ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଜି ସ୍କୁଲ ସାମ୍ନାରେ ଏକତ୍ରିତ ହୋଇ ଅଭିଭାବକମାନେ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି।

ଅଭିଭାବକମାନେ କହିଛନ୍ତି, ଏହି ସ୍କୁଲ ଭଙ୍ଗା ଯାଇ ପିଲାଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରାଗଲେ, ବହୁତ ଅସୁବିଧା ହେବ। ସ୍କୁଲ ପାଇଁ ଅଧିକ ଫି ଦେବାକୁ ମଧ୍ୟ ପଡ଼ିବ। ତା ଛଡ଼ା ଏହି ସ୍କୁଲକୁ ଭାଙ୍ଗିବା ଓ ପିଲାଙ୍କୁ ସ୍ଥାନାନ୍ତର କରାଯିବା ନେଇ ଅଭିଭାବକଙ୍କ ସହିତ କୌଣସି ପ୍ରକାର ଆଲୋଚନା ହୋଇ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ