Advertisment

Olive Ridley Turtle: ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ ରିଡଲେ, ଦେଲା ୧୧୪ଟି ଅଣ୍ଡା

ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦାନ। ପ୍ରଥମ ଥର ଲାଗି ବ୍ଲୁ ଫ୍ଲାଗ୍ ବିଚରେ ଗୋଟିଏ ଅଲିଭ ରିଡଲେ କଇଁଛ ଆସି ଅଣ୍ଡାଦାନ କରିଛି। ଅଲିଭ ରିଡ଼ଲେ କଇଁଛ ୧୧୪ଟି ଅଣ୍ଡା ଦେଇଥିବା ଜଣାପଡ଼ିଛି।

Olive Ridley

Olive Ridley Photograph: (OTV)

Advertisment

ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦାନ। ପ୍ରଥମ ଥର ଲାଗି ବ୍ଲୁ ଫ୍ଲାଗ୍ ବିଚରେ ଗୋଟିଏ ଅଲିଭ ରିଡଲେ କଇଁଛ ଆସି ଅଣ୍ଡାଦାନ କରିଛି।

Advertisment

ଗତକାଲି ରାତିରେ ବ୍ଲୁ ଫ୍ଲାଗ ବିଚ୍ ରେ ଏକ ଅଲିଭ ରିଡ଼ଲେ କଇଁଛ ୧୧୪ଟି ଅଣ୍ଡା ଦେଇଥିବା ଜଣାପଡ଼ିଛି। ବିଚ୍ କର୍ମଚାରୀମାନେ ଏହାକୁ ସୁରକ୍ଷିତ ଭାବେ ଜଗି ରହିଥିିଲେ। ପରେ ଆଜି ସକାଳେ ବନ ବିଭାଗ କର୍ମଚାରୀଙ୍କୁ ଏହି ଅଣ୍ଡାଗୁଡ଼ିକୁ ହସ୍ତାନ୍ତର କରାଯାଇଛି।

ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ପ୍ରଥମଥର ପାଇଁ ଅଲିଭ ରିଡ଼ଲେ କଇଁଛ ଅଣ୍ଡାଦାନ କରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ପୁରୀ ସମୁଦ୍ରକୂଳର ଦେବୀ ମୁହାଣଠାରୁ ପୁରୀ ପର୍ଯ୍ୟନ୍ତ ମୋଟ ୧୩ଟି ହାଚେରୀ ବ୍ୟବସ୍ଥା କରାଯାଇଛି।

Advertisment

 କଇଁଛମାନେ ନିର୍ଭୟରେ ସମୁଦ୍ରକୂଳକୁ ଆସି ଅଣ୍ଡାଦାନ କରିପାରିବେ ସେଥିପାଇଁ ବନଖଣ୍ଡ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।

Puri Blue Flag Beach Olive Ridley Nesting Olive Ridley
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ