Advertisment

ପ୍ରକାଶ ପାଇଲା ଚଳିତବର୍ଷର OJEE ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତବର୍ଷର OJEE ରେଜଲ୍ଟ। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ୍ ମିଳିଛି। କିଏ ହେଲେ ଟପ୍ପର:- ବି. ଟେକ୍- ଶୋଭିତ ପଟେଲ   ଏମ୍.ଟେକ୍- ଶ୍ୟାମସୁନ୍ଦର ପଟେଲ   MBA- ଶୁଭକାନ୍ତ ସାହୁ MCA- ଜୟଦୀପ ଦେ ବି ଫାର୍ମ- ସୌମ୍ୟ ରଞ୍ଜନ ରାଉତରାୟ ଏମ୍ ଫାର୍ମ- ପରିମିତା ସାହୁ

ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା ଚଳିତବର୍ଷର OJEE ରେଜଲ୍ଟ

ojeee

Advertisment
ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତବର୍ଷର OJEE ରେଜଲ୍ଟ। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ୍ ମିଳିଛି।
କିଏ ହେଲେ ଟପ୍ପର:-
Advertisment
  • ବି. ଟେକ୍- ଶୋଭିତ ପଟେଲ  
  • ଏମ୍.ଟେକ୍- ଶ୍ୟାମସୁନ୍ଦର ପଟେଲ  
  • MBA- ଶୁଭକାନ୍ତ ସାହୁ
  • MCA- ଜୟଦୀପ ଦେ
  • ବି ଫାର୍ମ- ସୌମ୍ୟ ରଞ୍ଜନ ରାଉତରାୟ
  • ଏମ୍ ଫାର୍ମ- ପରିମିତା ସାହୁ
Ojee 2020 Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ