Advertisment

ଆଉ କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର

ଭୁବନେଶ୍ୱର: ଆଉ କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବାରୁ ପୋଷ୍ଟର ପାଇଁ ମନାକଲେ। କ୍ରମାଗତ ଭାବେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିଚାଲିଛି। ଏଭଳି ସ୍ଥିତିରେ ଆକ୍ରାନ୍ତଙ୍କ ଘର ଆଗରେ ଆଉ ପୋଷ୍ଟର ଆବଶ୍ୟକ ନାହିଁ। ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ବିଭାଗ ACS। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ […]

ଅଦ୍ୟତନ ହୋଇଛି
ଆଉ କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର

corona-fiere

Advertisment

ଭୁବନେଶ୍ୱର: ଆଉ କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବାରୁ ପୋଷ୍ଟର ପାଇଁ ମନାକଲେ। କ୍ରମାଗତ ଭାବେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିଚାଲିଛି। ଏଭଳି ସ୍ଥିତିରେ ଆକ୍ରାନ୍ତଙ୍କ ଘର ଆଗରେ ଆଉ ପୋଷ୍ଟର ଆବଶ୍ୟକ ନାହିଁ। ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ବିଭାଗ ACS।

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୫୮୩ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୭୫୦ରେ ପହଞ୍ଚିଛି।

ସେହିପରି ୪ ମୃତକଙ୍କ ମଧ୍ୟରୁ ବାଲେଶ୍ୱରରୁ ଜଣେ, ଭୁବନେଶ୍ୱରରୁ ଜଣେ, ଗଞ୍ଜାମରୁ ୨ଜଣ, ଝାରସୁଗୁଡ଼ାରୁ ଜଣେ ଓ ମୟୂରଭଞ୍ଜରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ