Advertisment

ଏ ବର୍ଷ ଛଟ୍‌ ପୂଜା ବନ୍ଦ

ଭୁବନେଶ୍ୱର: କରୋନା ପାଇଁ ଛଟ୍ ପୂଜା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ନଭେମ୍ବର ୨୦ ଓ ୨୧ ପାଇଁ କଟକଣା ଲଗାଯାଇଛି। ନଦୀ ଘାଟରେ ଛଟ୍ ପୂଜା ଓ ସମୂହ ସ୍ନାନ ବନ୍ଦ କରିଯାଇଛି। ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ପ୍ରତିବର୍ଷ ମହାଆଡ଼ମ୍ବରରେ ଛଟ୍ ପୂଜା ପାଳନ କରାଯାଏ। କିନ୍ତୁ ଏବର୍ଷ କରୋନା ପାଇଁ ସରକାର କଟକଣା ଲଗାଇଛନ୍ତି। କଟକଣା ଉଲ୍ଲଂଘନ କଲେ ଆଇନାନୁସାରେ ଦଣ୍ଡ ନେଇ ଚେତାବନୀ ଦିଆଯାଇଛି। ଘରେ ରହି […]

ଅଦ୍ୟତନ ହୋଇଛି
ଏ ବର୍ଷ ଛଟ୍‌ ପୂଜା ବନ୍ଦ

chhat-puja

Advertisment

ଭୁବନେଶ୍ୱର: କରୋନା ପାଇଁ ଛଟ୍ ପୂଜା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ନଭେମ୍ବର ୨୦ ଓ ୨୧ ପାଇଁ କଟକଣା ଲଗାଯାଇଛି। ନଦୀ ଘାଟରେ ଛଟ୍ ପୂଜା ଓ ସମୂହ ସ୍ନାନ ବନ୍ଦ କରିଯାଇଛି। ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

Advertisment

ପ୍ରତିବର୍ଷ ମହାଆଡ଼ମ୍ବରରେ ଛଟ୍ ପୂଜା ପାଳନ କରାଯାଏ। କିନ୍ତୁ ଏବର୍ଷ କରୋନା ପାଇଁ ସରକାର କଟକଣା ଲଗାଇଛନ୍ତି। କଟକଣା ଉଲ୍ଲଂଘନ କଲେ ଆଇନାନୁସାରେ ଦଣ୍ଡ ନେଇ ଚେତାବନୀ ଦିଆଯାଇଛି।

ଘରେ ରହି ଛଟ୍ ପୂଜା କରିବାକୁ SRC ପରାମର୍ଶ ଦେଇଛନ୍ତି। ସାମାଜିକ ଦୂରତ୍ୱ ସହ ମାସ୍କ ପିନ୍ଧି ପୂଜା କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ