mask
ଭୁବନେଶ୍ୱର: ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ଟପିଲା। ଆଜି ରାଜ୍ୟରେ ୧୩୧୫ ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ୪୭୪କୁ ବୃଦ୍ଧି ହୋଇଛି।
କେଉଁ ଜିଲ୍ଲାରୁ କେତେ:-
କଟକରୁ ସର୍ବାଧିକ ୧୪୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା- ୧୪୩, ସୁନ୍ଦରଗଡ଼- ୧୧୬, ମୟୂରଭଞ୍ଜ- ୮୭, ପୁରୀ- ୭୭, ଜଗତସିଂହପୁର- ୭୪, ବରଗଡ଼- ୬୨, ଯାଜପୁର- ୫୫, କେନ୍ଦ୍ରାପଡ଼ା- ୫୪, ବାଲେଶ୍ୱର- ୫୩, ଅନୁଗୁଳରୁ ୪୪, ବଲାଙ୍ଗିର ଓ କେନ୍ଦୁଝରରୁ ୪୨ ଲେଖାଏଁ, ନୂଆପଡ଼ାରୁ ୪୧ ସୁସ୍ଥ ହୋଇଚନ୍ତି।
https://twitter.com/HFWOdisha/status/1328712995870937088?s=20
ସେହିପରି ସମ୍ବଲପୁର- ୩୭, କଳାହାଣ୍ଡି- ୩୫, କୋରାପୁଟରୁ ୩୧, ଭଦ୍ରକ ଓ ନୟାଗଡ଼ରୁ ୨୩ ଲେଖାଏଁ, ସୁବର୍ଣ୍ଣପୁରରୁ ୧୯, ଢେଙ୍କାନାଳ ଓ ମାଲକାନଗିରିରୁ ୧୬ ଲେଖାଏଁ, ନବରଙ୍ଗପୁରରୁ ୧୪ ସୁସ୍ଥ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mask-2_1625108208.jpg)