Advertisment

President Visit: ନଭେମ୍ବର ଶେଷରେ ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି , ସଜେଇ ହେଉଛି ବିଧାନସଭା

ନଭେମ୍ବର ଶେଷରେ ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି । ସମ୍ଭାବ୍ୟ ଗସ୍ତ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ସଜେଇ ହେଉଛି ବିଧାନସଭା ।

NOVEMBER-SESA-RE-ASIPARANTI-RASTRAPATI

NOVEMBER-SESA-RE-ASIPARANTI-RASTRAPATI Photograph: (OTV)

Advertisment

ନଭେମ୍ବର ଶେଷରେ ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି । ସମ୍ଭାବ୍ୟ ଗସ୍ତ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ସଜେଇ ହେଉଛି ବିଧାନସଭା । ଦ୍ରୌପଦୀ ମୁର୍ମୁ ମନ୍ତ୍ରୀ ଥିବା ବେଳେ ବସୁଥିବା ଚାମ୍ବରକୁ ବି କରାଯାଉଛି ନବୀକରଣ । ଯଦି ରାଷ୍ଟ୍ରପତି ବିଧାନସଭା ଆସନ୍ତି ତେବେ ଏହା ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ବିଧାନସଭା ଗସ୍ତ ହେବ । ତେବେ ରାଷ୍ଟ୍ରପତି ଭବନ ପକ୍ଷରୁ ଗସ୍ତ ବାବଦରେ କୌଣସି ବିଧିବଦ୍ଧ ସୂଚନା ଆସିନାହିଁ । ପୂର୍ବରୁ ରାଇରଙ୍ଗପୁର ବିଧାୟିକା ସହ ରାଜ୍ୟ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ । 

Advertisment

ନଭେମ୍ବର ଶେଷରେ ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି
ସମ୍ଭାବ୍ୟ ଗସ୍ତ ନେଇ ଆଇନ ମନ୍ତ୍ରୀ ଦେଲେ ସୂଚନା
ରାଷ୍ଟ୍ରପତିଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ସଜେଇ ହେଉଛି ବିଧାନସଭା
ମନ୍ତ୍ରୀ ଥିବା ବେଳେ ରାଷ୍ଟ୍ରପତି ବସୁଥିବା ଚାମ୍ବରକୁ ବି କରାଯାଉଛି ନବୀକରଣ 
ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ବିଧାନସଭାକୁ ପ୍ରଥମ ଗସ୍ତ ହେବ
ରାଇରଙ୍ଗପୁର ବିଧାୟିକା ସହ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ ଦ୍ରୌପଦୀ
ରାଷ୍ଟ୍ରପତି ଭବନ ପକ୍ଷରୁ ଆସିନି ବିଧିବଦ୍ଧ ସୂଚନା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ