Advertisment

ବର୍ଷା ପ୍ରିୟଦର୍ଶିନୀଙ୍କ ଆତ୍ମହତ୍ୟା ! ସାନ ଭଉଣୀଙ୍କୁ ଥିଲା ଶେଷ କଲ୍‌...

ବେଙ୍ଗାଲୁରୁ : ବେଙ୍ଗାଲୁରୁ ମାଡିବାଲା ଅଂଚଳରେ ଓଡ଼ିଆ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ।  ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ୩୦ ବର୍ଷୀୟା ବର୍ଷା ପ୍ରିୟଦର୍ଶିନୀ। ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ। ତେବେ ପାରିବାରିକ କଳହକୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ସାନ ଭଉଣୀଙ୍କୁ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ।  କଳହ ପରେ ତାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୂ ମାଡ଼ […]

ବର୍ଷା ପ୍ରିୟଦର୍ଶିନୀଙ୍କ ଆତ୍ମହତ୍ୟା ! ସାନ ଭଉଣୀଙ୍କୁ ଥିଲା ଶେଷ କଲ୍‌...

barsha

Advertisment

ବେଙ୍ଗାଲୁରୁ : ବେଙ୍ଗାଲୁରୁ ମାଡିବାଲା ଅଂଚଳରେ ଓଡ଼ିଆ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ।  ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ୩୦ ବର୍ଷୀୟା ବର୍ଷା ପ୍ରିୟଦର୍ଶିନୀ। ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ। ତେବେ ପାରିବାରିକ କଳହକୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ସାନ ଭଉଣୀଙ୍କୁ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ।  କଳହ ପରେ ତାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୂ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିବା ସେ ଫୋନରେ କହୁଥିବା ଶୁଣିବାକୁ ମିଳୁଛି।

Advertisment

ଫୋନକଲ ରେକର୍ଡକୁ ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ୱାମୀ ରତିକାନ୍ତ ରାଉତ,  ଶ୍ୱଶୁର ଲାଲମୋହନ ରାଉତ ଓ ଶାଶୂ ପୁଷ୍ପାଞ୍ଜଳି ରାଉତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ବେଙ୍ଗାଲୁରୁ ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ