PRUTHWIRAJ HARICHANDAN Photograph: (OTV)
Advertisment
ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ-ଟ୍ରେଜରି। କାରଣ ସବୁ କାମ ଅନଲାଇନ ହେଉଛି। ପେନସନରୁ ଆରମ୍ଭ କରି ଚାଲାଣ ଓ ବିଲ କାମ, ସବୁ ଅନଲାଇନରେ e-voucher ଜରିଆରେ ହେଉଥିବାରୁ ଆଉ ନୂଆ ଖୋଲିବ ନାହିଁ।
Advertisment
ବର୍ତ୍ତମାନ ରାଜ୍ୟରେ ୧୬୯ ଟ୍ରେଜରି ଅଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/pruthwiraj-harichandan-2026-03-09-13-12-40.jpg)