Advertisment

Noise Pollution Check: ବିକଟାଳ ଶବ୍ଦଯୁକ୍ତ ଡିଜେ ବ୍ୟବହାର ମନା, କଟକଣା ଲଗାଇଲେ ହାଇକୋର୍ଟ

ଲେଜର୍ ଲାଇଟ୍ ବ୍ୟବହାର ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ଏହାସହିତ ରାତି ୧୦ଟା ପରେ ରୋଷଣୀ ମନା ହୋଇଛି । ରୋଷଣୀ ଆଦିରେ ଡିଜେ ବ୍ୟବହାରରେ ମଧ୍ୟ କଟକଣା ଲଗାଇଛନ୍ତି ହାଇକୋର୍ଟ ।

Ban

Ban Photograph: (OTV)

Advertisment

କଟକରେ ଲେଜର୍ ଲାଇଟ୍ ବ୍ୟାନ୍ । ଲେଜର୍ ଲାଇଟ୍ ବ୍ୟବହାର ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ଏହାସହିତ ରାତି ୧୦ଟା ପରେ ରୋଷଣୀ ମନା ହୋଇଛି । ରୋଷଣୀ ଆଦିରେ ଡିଜେ ବ୍ୟବହାରରେ ମଧ୍ୟ କଟକଣା ଲଗାଇଛନ୍ତି ହାଇକୋର୍ଟ ।

Advertisment

ବିକଟାଳ ଶବ୍ଦ ଯୁକ୍ତ ଡିଜେ ବ୍ୟବହାର ସମ୍ପୂର୍ଣ୍ଣ ମନା । ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକ ସହର ସମସ୍ୟା ମାମଲାର ଶୁଣାଣିକୁ ନେଇ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି । 

କଟକରେ ଲେଜର୍ ଲାଇଟ୍ ବ୍ୟାନ୍

ବିକଟାଳ ଶବ୍ଦଯୁକ୍ତ ଡିଜେ ବ୍ୟବହାର ମନା
ରାତି ୧୦ଟା ପରେ ରୋଷଣୀ ମନା
କଟକଣା ଲଗାଇଲେ ହାଇକୋର୍ଟ
ନିର୍ଦ୍ଦେଶ ପାଳନ ପାଇଁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ 

Advertisment
Orissa High Court Noise Pollution
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ