Advertisment

No EVM Brought: ଅନ୍ୟ ଜିଲ୍ଳାରୁ କୌଣସି ଇଭିଏମ ଆସିନି , ଗୋଟେ ଟ୍ରକ୍ ଇଭିଏମ୍ ଆଣିବା ସମ୍ଭବପର ନୁହେଁ ....ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍

EVM ଚୋରି ଅଭିଯୋଗ ମିଛ। EVM ଚୋରି ଅଭିଯୋଗକୁ କଡ଼ା ଭାଷାରେ ଖଣ୍ଡନ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ R.S. ଗୋପାଳନ। ଅନ୍ୟ ଜିଲ୍ଳାରୁ କୌଣସି ଇଭିଏମ ଆସିନି, ଆସିବା ବି ଅସମ୍ଭବପର।

NUAPADA

NUAPADA Photograph: (OTV)

Advertisment

EVM ଚୋରି ଅଭିଯୋଗ ମିଛ। EVM ଚୋରି ଅଭିଯୋଗକୁ କଡ଼ା ଭାଷାରେ ଖଣ୍ଡନ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ R.S. ଗୋପାଳନ। ଅନ୍ୟ ଜିଲ୍ଳାରୁ କୌଣସି ଇଭିଏମ ଆସିନି, ଆସିବା ବି ଅସମ୍ଭବପର। ରାଜ୍ୟର ୩୦ ଜିଲ୍ଲାରେ ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି, ପ୍ରତ୍ୟେକ ଷ୍ଟ୍ରଙ୍ଗରୁମରେ ୩ ମାସରେ ଥରେ ଲେଖାଏ ଯାଞ୍ଚ କରାଯାଏ। ଯାଞ୍ଚ ସମୟରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରୁହନ୍ତି।

Advertisment

ଗତକାଲି ଅଭିଯୋଗ ଆସିବା ପରେ ଗଞ୍ଜାମ ଓ ନୂଆପଡ଼ା ଇଭିଏମ୍ ୱେର୍ ହାଉସ ବା ଷ୍ଟ୍ରଙ୍ଗ ରୁମକୁ ଯାଞ୍ଚ କରାଯାଇଥିଲା। ଏଥର ନିର୍ବାଚନରେ ନୂଆପଡ଼ା ଜିଲ୍ଲାର ହିଁ ଇଭିଏମ୍ ବ୍ୟବହାର ହେଉଛି। ଯେଉଁ ଅଭିଯୋଗ ହୋଇଛି ଗୋଟେ ଟ୍ରକ୍ ଇଭିଏମ୍ ଆସିବା ତାହା ଆଦୌ ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି। 

‘EVM ଚୋରି ଅଭିଯୋଗ ମିଛ’
EVM ଚୋରି ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍ 
ଅନ୍ୟ ଜିଲ୍ଳାରୁ କୌଣସି ଇଭିଏମ ଆସିନି
ରାଜ୍ୟର ୩୦ ଜିଲ୍ଲାରେ ଇଭିଏମ ଷ୍ଟ୍ରଙ୍ଗରୁମ ଅଛି
ପ୍ରତ୍ୟେକ ଷ୍ଟ୍ରଙ୍ଗରୁମରେ ୩ ମାସରେ ଥରେ ଲେଖାଏ ଯାଞ୍ଚ କରାଯାଏ
ଯାଞ୍ଚ ସମୟରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ 
ଅଭିଯୋଗ ପରେ ଗଞ୍ଜାମ ଷ୍ଟ୍ରଙ୍ଗରୁମର ଭିଡିଓ ଫୁଟେଜ ଯାଞ୍ଚ 
ନୂଆପଡ଼ା ଜିଲ୍ଲାର ହିଁ ଇଭିଏମ୍ ବ୍ୟବହାର ହେଉଛି
ଗୋଟେ ଟ୍ରକ୍ ଇଭିଏମ୍ ଆଣିବା ସମ୍ଭବପର ନୁହେଁ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ