Bank Strike Photograph: (OTV)
ଆଜି ଦେଶବ୍ୟାପୀ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି। ସପ୍ତାହରେ ୫ ଦିନ କାମ କରିବା ଦାବିରେ ଆନ୍ଦୋଳନ ଡାକରା ଦିଆଯାଇଛି ।
ଲଗାତାର ଚତୁର୍ଥ ଦିନ ପାଇଁ ସରକାରୀ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି। ନଗଦ ଟଙ୍କା ଜମା ଓ ଚେକ୍ କ୍ଲିୟରାନ୍ସ ଭଳି କାମ ପ୍ରଭାବିତ ହେବାର ସମ୍ଭାବନା ରହିଛି।
ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ
ଦେଶବ୍ୟାପୀ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ପକ୍ଷରୁ ଆନ୍ଦୋଳନ
ସପ୍ତାହରେ ୫ ଦିନ କାମ କରିବା ଦାବିରେ ଆନ୍ଦୋଳନ ଡାକରା
ଲଗାତାର ଚତୁର୍ଥ ଦିନ ପାଇଁ ସରକାରୀ ବ୍ୟାଙ୍କ ସେବା ପ୍ରଭାବିତ ହେବ
ନଗଦ ଟଙ୍କା ଜମା ଓ ଚେକ୍ କ୍ଲିୟରାନ୍ସ ଭଳି କାମ ପ୍ରଭାବିତ ହେବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/bank-strike-2026-01-27-12-47-05.jpg)