Advertisment

ପୁଣି ନରସିଂହଙ୍କ ଗୋହି ଖୋଳିଲେ ସଗରିଆ

ଭୁବନେଶ୍ୱର : ଶାସକ ବିଜେଡି ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଭିତିରିଅା ସଂପର୍କ ଥିବା ପୁଣି ଥରେ ଅଭିଯୋଗ ଅାଣିଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ୍ ନେତା କୃଷ୍ଣଚନ୍ଦ୍ର ସଗରିଅା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ କୁନ୍ଦୁଲି ପୀଡ଼ିତାଙ୍କ ଉଦାହରଣ ଦେଇ ସଗରିଅା କହିଛନ୍ତି, ପୀଡ଼ିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସ୍ ପକ୍ଷରୁ ଅାନ୍ଦୋଳନ ଚାଲିଥିବା ବେଳେ ନରସିଂହ ସେଥିରେ ସାମିଲ ହୋଇନଥିଲେ କି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇନଥିଲେ। ସେହିପରି SC-STଙ୍କ ସମସ୍ୟା ନେଇ ବିଧାନସଭା […]

ପୁଣି ନରସିଂହଙ୍କ ଗୋହି ଖୋଳିଲେ ସଗରିଆ

sagaria

Advertisment

ଭୁବନେଶ୍ୱର : ଶାସକ ବିଜେଡି ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଭିତିରିଅା ସଂପର୍କ ଥିବା ପୁଣି ଥରେ ଅଭିଯୋଗ ଅାଣିଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ୍ ନେତା କୃଷ୍ଣଚନ୍ଦ୍ର ସଗରିଅା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ କୁନ୍ଦୁଲି ପୀଡ଼ିତାଙ୍କ ଉଦାହରଣ ଦେଇ ସଗରିଅା କହିଛନ୍ତି, ପୀଡ଼ିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସ୍ ପକ୍ଷରୁ ଅାନ୍ଦୋଳନ ଚାଲିଥିବା ବେଳେ ନରସିଂହ ସେଥିରେ ସାମିଲ ହୋଇନଥିଲେ କି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇନଥିଲେ।

Advertisment

ସେହିପରି SC-STଙ୍କ ସମସ୍ୟା ନେଇ ବିଧାନସଭା ପରିସରରେ ଅାନ୍ଦୋଳନ ଚାଲିଥିବା ବେଳେ କିଛି କଂଗ୍ରେସ୍ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିବା ପାଇଁ ନରସିଂହ ହିଁ ଉପଦେଶ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଅାଗତ ପ୍ରସଙ୍ଗରେ ସେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କୁ ବି ସମାଲୋଚନା କରିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ