Advertisment

Atmanirbhar Bharat Oath Ceremony: ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ, ବସ୍ତୁ ବଦଳରେ ବାଛ ସ୍ୱଦେଶୀ ଜିନିଷ

ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ ଓ ସଚେତନତା କାର୍ଯ୍ୟକ୍ରମ। କେନ୍ଦ୍ରାପଡା ଗୋପ ସ୍ଥିତ ୧୯୪ ବୁଥରେ ପହଞ୍ଚି ସ୍ବଦେଶୀ ସଂକଳ୍ପ ପତ୍ରରେ ସମସ୍ତଙ୍କୁ ଶପଥ କରାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।

JAY-PANDA

JAY PANDA Photograph: (OTV)

Advertisment

ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ ଓ ସଚେତନତା କାର୍ଯ୍ୟକ୍ରମ। କେନ୍ଦ୍ରାପଡା ଗୋପ ସ୍ଥିତ ୧୯୪ ବୁଥରେ ପହଞ୍ଚି ସ୍ବଦେଶୀ ସଂକଳ୍ପ ପତ୍ରରେ ସମସ୍ତଙ୍କୁ ଶପଥ କରାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।

Advertisment

ଅଧିକରୁ ଅଧିକ ଭାରତୀୟ ଉତ୍ପାଦ ବ୍ୟବହାର କରିବା, ଅନ୍ୟ ଦେଶରୁ ଆମଦାନୀ ହେଉଥିବା ବସ୍ତୁ ବଦଳରେ ସ୍ବଦେଶୀ ଜିନିଷକୁ ବିକଳ୍ପ ରୂପରେ ବାଛିବା। ଯୁବପିଢିମାନଙ୍କୁ ସ୍ୱଦେଶୀ ଗ୍ରହଣ କରିବାକୁ ଉତ୍ସାହିତ କରିବା ଓ ନୂଆ ପିଢ଼ିକୁ ଏହାର ମହତ୍ବ ବିଷୟରେ ଜଣାଇବା ପାଇଁ କହିଥିଲେ ବୈଜୟନ୍ତ ପଣ୍ଡା।

ନିଜେ ଶପଥ କରିବା ସହ ସମସ୍ତଙ୍କୁ ଶପଥ ମଧ୍ୟ କରାଇଥିଲେ। ଅନ୍ୟପଟେ ନୂଆ ବସଷ୍ଟାଣ୍ଡରେ ପହଞ୍ଚି ଘର ଘର ସ୍ୱଦେଶୀ, ପ୍ରତିଘରେ ସ୍ୱଦେଶୀ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଦୋକାନକୁ ଯାଇ ଷ୍ଟିକର ଲଗାଇବା ସହ ଦୋକାନୀ ଓ ଗ୍ରାହକଙ୍କୁ ସ୍ୱଦେଶୀ ଜିନିଷ ବ୍ୟବହାର କରିବା ଓ ଜିଏସଟି ଉପରେ ସଚେତନ କରାଇଥିଲେ। ପାଖରେ ଥିବା ବୟନିକା ଯାଇ ନିଜ ପାଇଁ ସମ୍ବଲପୁରୀ କପଡା ମଧ୍ୟ କିଣିଥିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ