Advertisment

Hope Floats: ସାର୍ଥକଙ୍କୁ ଖୋଜିବାକୁ ଗଲେ ମାଆ ଓ ମାମୁ, କାଲି ସିଙ୍ଗାପୁର କୂଳରେ ଲାଗିବ ଜାହାଜ

ନିଖୋଜ ଓଡ଼ିଆ ନାବିକ ସାର୍ଥକଙ୍କୁ ଖୋଜିବାକୁ ଗଲେ ମାଆ ଓ ମାମୁ। ଆଜି ସିଙ୍ଗାପୁର ଅଭିମୁଖେ ଯାଇଛନ୍ତି ମାମୁ ଓ ମାଆ ରଶ୍ମିତା ମହାପାତ୍ର। ସାର୍ଥକ ନେଇଥିବା ଜାହାଜ ଆସନ୍ତାକାଲି ସିଙ୍ଗାପୁର କୂଳରେ ଲାଗିବ।

SARTHAK_MISSING

SARTHAK_MISSING Photograph: (OTV)

Advertisment

ନିଖୋଜ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ଗଲେ ମାଆ ଓ ମାମୁ। ଆଜି ସିଙ୍ଗାପୁର ଅଭିମୁଖେ ଯାଇଛନ୍ତି ମାମୁ ଓ ମାଆ ରଶ୍ମିତା ମହାପାତ୍ର। ସାର୍ଥକ ନେଇଥିବା ଜାହାଜ ଆସନ୍ତାକାଲି ସିଙ୍ଗାପୁର କୂଳରେ ଲାଗିବ।

Advertisment

ପୁଅକୁ ଖୋଜିବେ

ଏହାପରେ ମାଆ ଓ ମାମୁ ନିଜେ ଜାହାଜ ଭିତରକୁ ଯାଇ ପୁଅକୁ ଖୋଜିବେ। ଉଭୟଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିଛି ଜାହାଜ କମ୍ପାନୀ। ଭିସା ଓ ଅନ୍ୟାନ୍ୟ ବ୍ୟବସ୍ଥା ସିଙ୍ଗାପୁର ଓ ଭାରତ ସରକାର କରଛନ୍ତି। ମରିସସ୍ ନିକଟରେ ଗଭୀର ସମୁଦ୍ରରୁ ନିଖୋଜ ପରେ ସାର୍ଥକଙ୍କ ମିଳୁନି ପତ୍ତା। 

ମଝି ସମୁଦ୍ରରେ ରହସ୍ୟମୟ ଭାବେ ମର୍ଚାଣ୍ଟ ନେଭି କାଡେଟ ସାର୍ଥକ ମହାପାତ୍ର ଗାୟବ ଘଟଣାକୁ ୧୦ ଦିନରୁ ଅଧିକ ଦିନ ବିତିଗଲାଣି। କିନ୍ତୁ ତାଙ୍କର କୌଣସି ଖୋଜଖବର ନମିଳିବା ଅନେକ ପ୍ରଶ୍ନବାଚୀ ଠିଆ କରିଛି। ...  

Advertisment

ସାର୍ଥକଙ୍କୁ ଖୋଜିବାକୁ ଗଲେ ମାଆ ଓ ମାମୁ

ନିଖୋଜ ଓଡ଼ିଆ ନାବିକ ପୁଅକୁ ଖୋଜିବାକୁ ଗଲେ
ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବେ ମାଆ ଓ ମାମୁ
ଆଜି ସିଙ୍ଗାପୁର ଅଭିମୁଖେ ଗଲେ ଦୁଇ ଜଣ 
କାଲି ସିଙ୍ଗାପୁର କୂଳରେ ଲାଗିବ ସାର୍ଥକଙ୍କୁ ନେଇଥିବା ଜାହାଜ
ମାଆ ଓ ମାମୁ ନିଜେ ଜାହାଜ ଭିତରକୁ ଯାଇ ଖୋଜିବେ

Sarthak Mahapatra Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ