cure2
ଭୁବନେଶ୍ଵର: ରାଜ୍ୟରେ ଆଜି ସୁସ୍ଥ ହେଲେ ୧୧ ହଜାର ୮୨୧ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ସୁନ୍ଦରଗଡ଼ରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦିନକରେ ଯେତିକି ଆକ୍ରାନ୍ତ ହେଲେ, ତା’ଠୁ ଅଧିକ ସୁସ୍ଥ ହେଲେ
କେଉଁ ଜିଲ୍ଲାରୁ କେତେ:-
ସୁନ୍ଦରଗଡ଼ରୁ ସର୍ବାଧିକ ୧୯୨୧, ଖୋର୍ଦ୍ଧାରୁ ୧୫୯୬ ସୁସ୍ଥ କଟକ- ୧୦୫୨, କଳାହାଣ୍ଡି- ୫୭୫, ଅନୁଗୁଳ- ୫୬୨, ସମ୍ବଲପୁର- ୫୩୩ ବରଗଡ଼- ୪୫୭, ଝାରସୁଗୁଡ଼ା- ୪୪୨, ପୁରୀ- ୪୩୩, ବଲାଙ୍ଗିର- ୩୧୮ ନବରଙ୍ଗପୁର- ୩୧୬, କେନ୍ଦୁଝର- ୩୧୫, ବୌଦ୍ଧ- ୨୭୮, ବାଲେଶ୍ୱର- ୨୬୦ ଯାଜପୁର- ୨୩୭, ଗଞ୍ଜାମ- ୨୩୩, ନୂଅାପଡ଼ା- ୨୨୯, କେନ୍ଦ୍ରାପଡ଼ା- ୨୦୩ ଦେବଗଡ଼- ୧୯୯, ମୟୂରଭଞ୍ଜ- ୧୭୯, ନୟାଗଡ଼- ୧୭୪, ଜଗତସିଂହପୁର- ୧୪୨ ରାୟଗଡ଼ା- ୧୩୭, ସୁବର୍ଣ୍ଣପୁର- ୧୩୪, ଢେଙ୍କାନାଳରୁ ୧୨୯ ସୁସ୍ଥଗଜପତି ଓ କୋରାପୁଟ୍ରୁ ୧୨୦ ଲେଖାଏଁ, କନ୍ଧମାଳରୁ ୮୫ ସୁସ୍ଥ ଭଦ୍ରକରୁ ୮୩, ମାଲକାନଗିରି ଜିଲ୍ଲାରୁ ୫୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cure2_1621265218.jpg)