Gangrape Photograph: (OTV)
ଘରେ ପଶି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ପୁରୀ ଚନ୍ଦନପୁର ଥାନା ଅଞ୍ଚଳରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଅଭିଯୋଗ। କାଳୀପୂଜା ଭସାଣି ଦିନ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସଂପର୍କୀୟ ଭାଇ ଓ ଦାଦା ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ପୋଲିସ ୨ ଯୁବକଙ୍କୁ ଅଟକ ରଖି ଛାନଭିନ୍ ଜାରି ରଖିଛି ପୋଲିସ। ଦୁଇ ଅଭିଯୁକ୍ତଙ୍କୁ ଡାକ୍ତରୀମାଇନା କରାଯିବ ବୋଲି କହିଛନ୍ତି ଚନ୍ଦନପୁର ଥାନା ଭାରପ୍ରାପ୍ତ ଅଧିକାରୀ।
ଚନ୍ଦନପୁର ଅଞ୍ଚଳରେ ଚାଞ୍ଚଲ୍ୟ
ପୁରୀ ଚନ୍ଦନପୁର ଅଞ୍ଚଳରେ ଘରେ ପଶି ନାବାଳିକାକୁ ଗଣଦୁଷ୍କର୍ମ !
କାଳୀପୂଜା ଭସାଣି ଦିନ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ
ସଂପର୍କୀୟ ଭାଇ ଓ ଦାଦା ଗଣଦୁଷ୍କର୍ମ କରିଥିବା ଅଭିଯୋଗ
ଅଭିଯୋଗ ପରେ ପୋଲିସ ୨ ଯୁବକଙ୍କୁ ଅଟକ ରଖି ତନାଘନା
ଦୁଇ ଅଭିଯୁକ୍ତଙ୍କ ଡାକ୍ତରୀମାଇନା ପରେ ଆକ୍ସନ ନିଆଯିବ: ପୋଲିସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/25/gangrape-2025-10-25-09-17-36.jpg)