STUDENT_DEATH Photograph: (OTV)
କଟକ ବାରଙ୍ଗ ସ୍ଥିତ ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ। ମୃତକ ହେଲେ ଏମବିଏ ଦ୍ୱିତୀୟ ବର୍ଷର ଛାତ୍ର। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଖଇରାରେ। ତାଙ୍କ ନାଁ ମୃତ୍ୟୁଞ୍ଜୟ ବେଦାନ୍ତ। ଗତକାଲିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ବାରଙ୍ଗ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକ। ... ଅଭିଯୋଗ ଉପରେ ଏନେଇ ପୋଲିସ କି ଘରୋଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ହତ୍ୟା!
କଟକରେ ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ
ବାରଙ୍ଗ ସ୍ଥିତ ଘରୋଇ ବିଶ୍ବବିଦ୍ୟାଳୟର ଘଟଣା
ମୃତକ MBA ଦ୍ୱିତୀୟ ବର୍ଷର ଛାତ୍ର
ବାଲେଶ୍ୱର ଜିଲ୍ଲା ଖଇରାରେ ମୃତକଙ୍କ ଘର
ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ବାରଙ୍ଗ ଥାନାରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/05/student_death-2025-12-05-14-23-53.jpg)