Advertisment

Massive Fire Erupts Near Jharsuguda Airport: ବିମାନ ବନ୍ଦର ପରିସର ବାହାରେ ଭୟାବହ ଅଗ୍ନିକାଣ୍ଡ, IOCL ତେଲ ଡିପୋ ନିକଟରୁ ବ୍ୟାପିଲା ନିଆଁ

ଝାରସୁଗୁଡ଼ା ବିମାନ ବନ୍ଦର ପରିସର ବାହାରେ ଭୟାବହ ଅଗ୍ନିକାଣ୍ଡ, IOCL ତେଲ ଡିପୋ ନିକଟରୁ ବ୍ୟାପିଲା ନିଆଁ। ଅତି ଦ୍ରୁତ ଗତିରେ ନିଆଁ ବ୍ୟାପିବାରେ ଲାଗିଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ କସରତ କରୁଛି।

Massive Fire Erupts Near Jharsuguda Airport

ବିମାନ ବନ୍ଦର ପରିସର ବାହାରେ ଭୟାବହ ଅଗ୍ନିକାଣ୍ଡ, Photograph: (OTV)

Advertisment

ଝାରସୁଗୁଡ଼ା ବିମାନ ବନ୍ଦର ପରିସର ବାହାରେ ଭୟାବହ ଅଗ୍ନିକାଣ୍ଡ, IOCL ତେଲ ଡିପୋ ନିକଟରୁ ବ୍ୟାପିଲା ନିଆଁ। ଅତି ଦ୍ରୁତ ଗତିରେ ନିଆଁ ବ୍ୟାପିବାରେ ଲାଗିଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ କସରତ କରୁଛି। ସବୁଠୁ ବଡ କଥା ହେଉଛି ନିକଟରେ ବିମାନ ବନ୍ଦରର ରହିଛି। 

Advertisment

ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ ବିଭାଗର ୨ଟି, ବିମାନ ବନ୍ଦରର ୨ଟି ଏବଂ ବେଦାନ୍ତର ଗୋଟିଏ ସମେତ ମୋଟ ୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ନିଆଁ ଜଳୁ ଥିବା ବେଳେ ନିଆଁ ସାମନ୍ୟ ଆୟତାକୁ ଆସିଛି। କେଉଁ କାରଣରୁ ନିଆଁ ଲାଗିଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

  • ବିମାନ ବନ୍ଦର ବାହାରେ ଭୟାବହ ଅଗ୍ନିକାଣ୍ଡ
  • IOCL ତେଲ ଡିପୋ ନିକଟରୁ ବ୍ୟାପିଲା ନିଆଁ
  • ନିଆଁକୁ ଆୟତ୍ତ କରିବା ପାଇଁ କସରତ କରୁଛି ଅଗ୍ନିଶମ ଟିମ୍
  • କେମିତି ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
Advertisment
Airport Odisha Accidents Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ