Advertisment

Robots to the Rescue: ଶୀତଳ ଭଣ୍ଡାରରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ରୋବଟିକ୍ ୟୁନିଟ୍

ନିଆଁକୁ ଆୟତ୍ତ କରିଛି ରୋବଟିକ୍ ୟୁନିଟ୍। ଅଗ୍ନିକାଣ୍ଡରେ ୧୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଗୋବିନ୍ଦପୁର, ଲଇକେରା ଓ କିରମିରାରୁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Fire

Fire Photograph: (OTV)

Advertisment

ସମ୍ବଲପୁର କୁଚିଣ୍ଡା ବାମରା ନିକଟରେ ଥିବା ଶୀତଳ ଭଣ୍ଡାରରେ ଲାଗିଥିବା ନିଆଁ ଆୟତ୍ତ ହୋଇଛି। ନିଆଁକୁ ଆୟତ୍ତ କରିଛି ରୋବଟିକ୍ ୟୁନିଟ୍। ନୁୁନିଆମୁଣ୍ଡାସ୍ଥିତ ଶୀତଳ ଭଣ୍ଡାରରେ ଲାଗିଥିଲା ନିଆଁ। ଶୀତଳ ଭଣ୍ଡାରରେ ନିଆଁ ଲିଭାଇଥିଲେ ୩ ଅଗ୍ନିଶମ ବାହିନୀ ଟିମ। ଲଙ୍କା ଧୂଆଁରେ ନିଆଁ ଲିଭାଇବା କଷ୍ଟକର ଥିଲା ।  

Advertisment

ଅଗ୍ନିକାଣ୍ଡରେ ୧୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଗୋବିନ୍ଦପୁର, ଲଇକେରା ଓ କିରମିରାରୁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରାୟ ୫୦ ପ୍ରତିଶତ ନିଆଁ ଆୟତ୍ତ ହୋଇଥିବାବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।...

ନୁନୁନିଆମୁଣ୍ଡାସ୍ଥିତ ଶୀତଳ ଭଣ୍ଡାରରେ ନିଆଁ, କାରଣ ଅସ୍ପଷ୍ଟ

୧୦ କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ ଅନୁମାନ
ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ
ନିଆଁକୁ ଆୟତ୍ତ କରୁଛି ୩ଟି ଦମକଳ ବାହିନୀ

Advertisment
Robot Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ