Advertisment

ଓଡ଼ିଶା ଗସ୍ତ ବେଳେ ଗୁରୁଙ୍କୁ ଭେଟିବାକୁ ଭୁଲି ନଥିଲେ ପାରିକର

ଭୁବନେଶ୍ୱର: ଶେଷ ଥର ପାଇଁ ୨୦୧୬ ଜୁନ୍‌ରେ ଓଡ଼ିଶା ଆସିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିଥିଲେ। ଏହି ଗସ୍ତ ସମୟରେ କଟକରେ ବିଜେପିର ବିକାଶ ଉତ୍ସବ ତଥା ବୁଦ୍ଧିଜୀବୀ ସମାବେଶରେ ପାରିକର ସାମିଲ ହୋଇଥିଲେ। ତେବେ ରୋଚକପୂର୍ଣ୍ଣ ତଥ୍ୟ ହେଉଛି ପାରିକରଙ୍କ ଗୁରୁ ଜଣେ ଓଡ଼ିଆ ହୋଇଥିବା ବେଳେ ତାଙ୍କ ଘର ଭୁବନେଶ୍ୱରରେ। ତାଙ୍କ ଗୁରୁଙ୍କ ନାଁ ହେଉଛି ପ୍ରଫେସର ପ୍ରଶାନ୍ତ କୁମାର ପଟ୍ଟନାୟକ। ୨୦୧୬ରେ […]

ଓଡ଼ିଶା ଗସ୍ତ ବେଳେ ଗୁରୁଙ୍କୁ ଭେଟିବାକୁ ଭୁଲି ନଥିଲେ ପାରିକର

parikara

Advertisment

ଭୁବନେଶ୍ୱର: ଶେଷ ଥର ପାଇଁ ୨୦୧୬ ଜୁନ୍‌ରେ ଓଡ଼ିଶା ଆସିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିଥିଲେ। ଏହି ଗସ୍ତ ସମୟରେ କଟକରେ ବିଜେପିର ବିକାଶ ଉତ୍ସବ ତଥା ବୁଦ୍ଧିଜୀବୀ ସମାବେଶରେ ପାରିକର ସାମିଲ ହୋଇଥିଲେ।

Advertisment

ତେବେ ରୋଚକପୂର୍ଣ୍ଣ ତଥ୍ୟ ହେଉଛି ପାରିକରଙ୍କ ଗୁରୁ ଜଣେ ଓଡ଼ିଆ ହୋଇଥିବା ବେଳେ ତାଙ୍କ ଘର ଭୁବନେଶ୍ୱରରେ। ତାଙ୍କ ଗୁରୁଙ୍କ ନାଁ ହେଉଛି ପ୍ରଫେସର ପ୍ରଶାନ୍ତ କୁମାର ପଟ୍ଟନାୟକ।

୨୦୧୬ରେ ଓଡ଼ିଶା ଗସ୍ତ ସମୟରେ ପାରିକର ତାଙ୍କୁ ଭେଟିଥିଲେ।  ବମ୍ବେ ଆଇଆଇଟିରେ ପ୍ରଶାନ୍ତ କୁମାର ମନୋହର ପାରିକରଙ୍କୁ ପାଠ ପଢ଼ାଇଥିଲେ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ