Advertisment

Mandi Problems Persist: ମଣ୍ଡିରେ ମିଲରଙ୍କ ମନମାନୀ, ଧାନ କିଣା ଠପ୍!

ଡିସେମ୍ବର ୧୧ରୁ କୋରାପୁଟ ଜିଲ୍ଲାରେ ଖରିଫ ଧାନକିଣା ଆରମ୍ଭ ହୋଇଛି। ବିଭିନ୍ନ ମଣ୍ଡିରେ ମିଲରମାନେ ମନମାନୀ ଚଳାଇଥିବା ଅଭିଯୋଗ କରିଛନ୍ତି ଚାଷୀ। ଧାନକିଣା ଠପ୍ ଯୋଗୁ ଅନେକଙ୍କ ଟୋକୋନ୍ ମଧ୍ୟ ଲାପ୍ସ ହୋଇଯାଇଛି।

MANDI PROBLEM

MANDI PROBLEM Photograph: (OTV)

Advertisment

ତୁଟୁନି ମଣ୍ଡି ସମସ୍ୟା। ହନ୍ତସନ୍ତ ହେଉଛନ୍ତି ଚାଷୀ । କୋରାପୁଟ ଜିଲ୍ଲାରେ ଚାଷୀଙ୍କ ପାଇଁ କାଳ ସାଜିଛି କଟନୀଛଟନୀ। ଧାନ କୁଇଣ୍ଟାଲରେ ୪ରୁ ୫ କେଜି କଟନୀଛଟନୀ ହେଉଥିବା ଅଭିଯୋଗ।

Advertisment

ଡିସେମ୍ବର ୧୧ରୁ କୋରାପୁଟ ଜିଲ୍ଲାରେ ଖରିଫ ଧାନକିଣା ଆରମ୍ଭ ହୋଇଛି। ବିଭିନ୍ନ ମଣ୍ଡିରେ ମିଲରମାନେ ମନମାନୀ ଚଳାଇଥିବା ଅଭିଯୋଗ କରିଛନ୍ତି ଚାଷୀ। ଧାନକିଣା ଠପ୍ ଯୋଗୁ ଅନେକଙ୍କ ଟୋକୋନ୍ ମଧ୍ୟ ଲାପ୍ସ ହୋଇଯାଇଛି।  

ଉମୁରି, କୁମୁଲିପୁଟ, ବୋରିଗୁମ୍ମା, କାମତା, କୁନ୍ଦୁରା ଲ୍ୟାମ୍ପସରେ ଚାଷୀମାନେ ସମସ୍ୟା ଭୋଗୁଛନ୍ତି। ଏନେଇ ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି। 

Advertisment
FAQ Paddy Sale Farmer Koraput Mandi Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ