Advertisment

Couple Detained From Rented House: ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିବା ଘଟଣା; ଭଡ଼ା ଘରୁ ଧରାପଡ଼ିଲେ

ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିବା ଘଟଣା। ସମ୍ବଲପୁର ପ୍ରଫେସରପଡ଼ା ଏକ ଭଡ଼ା ଘରୁ ଧରାପଡ଼ିଲେ ପ୍ରେମିକ- ନବବଧୂ। ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ବରକୁ ବନ୍ଧୁକ ଦେଖାଇ ନବବଧୂକୁ ନେଇ ଚମ୍ପଟ ମାରିଥିଲା ପ୍ରେମିକ।

Couple Detained From Rented House

ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିବା ଘଟଣା Photograph: (OTV)

Advertisment

ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିବା ଘଟଣା। ସମ୍ବଲପୁର ପ୍ରଫେସରପଡ଼ା ଏକ ଭଡ଼ା ଘରୁ ଧରାପଡ଼ିଲେ ପ୍ରେମିକ- ନବବଧୂ। ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।ବରକୁ ବନ୍ଧୁକ ଦେଖାଇ ନବବଧୂକୁ ନେଇ ଚମ୍ପଟ ମାରିଥିଲା ପ୍ରେମିକ । ତରଭା ଥାନ ବଡ଼ବନ୍ଧ ନିକଟରୁ ଫିଲ୍ମ ଷ୍ଟାଇଲରେ ନେଇ ପଳାଇଥିଲା ପ୍ରେମିକ ।

Advertisment

  • ବଲାଙ୍ଗିର: ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିବା ଘଟଣା
  • ସମ୍ବଲପୁର ପ୍ରଫେସରପଡ଼ା ଏକ ଭଡ଼ା ଘରୁ ଧରାପଡ଼ିଲେ ପ୍ରେମିକ- ନବବଧୂ
  • ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ
  • ବରକୁ ବନ୍ଧୁକ ଦେଖାଇ ନବବଧୂକୁ ନେଇ ଚମ୍ପଟ ମାରିଥିଲା ପ୍ରେମିକ
  • ତରଭା ଥାନ ବଡ଼ବନ୍ଧ ନିକଟରୁ ଫିଲ୍ମ ଷ୍ଟାଇଲରେ ନେଇ ପଳାଇଥିଲା
Sambalpur Kidnap Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ