Advertisment

Liquor Consumption Crosses ₹6,569 Crore: ୧୦ ମାସରେ ୬୫୬୯ କୋଟିର ମଦ ପିଇଦେଲେ, ରାଜ୍ୟରେ ବଢ଼ି ଚାଲିଛି ମଦ ବିକ୍ରି

୧୦ ମାସରେ ୬୫୬୯ କୋଟିର ମଦ ପିଇଦେଲେ। ରାଜ୍ୟରେ କ୍ରମାଗତ ଭାବେ ବଢ଼ି ଚାଲିଛି ମଦ ବିକ୍ରି। ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉତ୍ତର। ୧୦ ମାସରେ ୬ ହଜାର ୫୬୯ କୋଟି ଟଙ୍କାର ମଦ ପିଇଛନ୍ତି ରାଜ୍ୟବାସୀ। ୨୦୨୩-୨୪ରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ।

Liquor Consumption Crosses ₹6,569 Crore

୧୦ ମାସରେ ୬୫୬୯ କୋଟିର ମଦ ପିଇଦେଲେ Photograph: (OTV)

Advertisment

୧୦ ମାସରେ ପିଇଦେଲେ ୬ ହଜାର ୫୬୯ କୋଟିର ମଦ। ରାଜ୍ୟରେ ମଦ ବିକ୍ରି ବଢ଼ିଛି। ୧୦ ମାସରେ ୬ ହଜାର ୫୬୯ କୋଟି ଟଙ୍କାର ମଦ ପିଇଛନ୍ତି ଲୋକେ।

Advertisment

୨୦୨୩-୨୪ରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଥିଲା। ୨୦୨୪-୨୫ରେ ୮ ହଜାର ୧୯୫ କୋଟିର ରାଜସ୍ୱ ଆଦାୟ ହୋଇଛି। ଯାହା ରାଜ୍ୟ ରାଜସ୍ବକୁ ବଢ଼ାଇଛି।

  • ୧୦ ମାସରେ ୬୫୬୯ କୋଟିର ମଦ ପିଇଦେଲେ
  • ରାଜ୍ୟରେ କ୍ରମାଗତ ଭାବେ ବଢ଼ି ଚାଲିଛି ମଦ ବିକ୍ରି
  • ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉତ୍ତର
  • ୧୦ ମାସରେ ୬ ହଜାର ୫୬୯ କୋଟି ଟଙ୍କାର ମଦ ପିଇଛନ୍ତି ରାଜ୍ୟବାସୀ
  • ୨୦୨୩-୨୪ରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ
  • ୨୦୨୪-୨୫ରେ ୮ ହଜାର ୧୯୫ କୋଟିର ରାଜସ୍ୱ ଆଦାୟ
Advertisment
Odisha News Odisha Liquor Sales Excise Dept
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ