Advertisment

ରାଜ୍ୟପାଳଙ୍କୁ ଫେରାଦ ହେଲେ ବିରୋଧୀଦଳ ନେତା

ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନ ହଠାତ୍ ବନ୍ଦ କରାଯିବା ନିଷ୍ପତ୍ତି ବିରୋଧରେ ରାଜ୍ୟପାଳଙ୍କୁ ଭେଟି ଫେରାଦ ହେଲେ ବିରୋଧୀଦଳ ନେତା ନରସିଂହ ମିଶ୍ର ନରସିଂହ। କହିଛନ୍ତି ଧାର୍ଯ୍ୟ ସମୟ ପୂର୍ବରୁ ସର୍ବ ସମ୍ମତିରେ ବିଧାନସଭା ଅଧିବେଶନ ବନ୍ଦ ହୋଇଥିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଯାହା କହିଛନ୍ତି ତାହା ଭୁଲ୍। ସରକାରଙ୍କ ଏଭଳି ପଦକ୍ଷେପକୁ କଂଗ୍ରେସ ନିନ୍ଦା କରିଥିବା କହିଛନ୍ତି ନରସିଂହ। ଗୃହରେ ଅାଲୋଚନା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବାକି ଥିଲା।

ରାଜ୍ୟପାଳଙ୍କୁ ଫେରାଦ ହେଲେ ବିରୋଧୀଦଳ ନେତା

narasingh-up

Advertisment

ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନ ହଠାତ୍ ବନ୍ଦ କରାଯିବା ନିଷ୍ପତ୍ତି ବିରୋଧରେ ରାଜ୍ୟପାଳଙ୍କୁ ଭେଟି ଫେରାଦ ହେଲେ ବିରୋଧୀଦଳ ନେତା ନରସିଂହ ମିଶ୍ର ନରସିଂହ। କହିଛନ୍ତି ଧାର୍ଯ୍ୟ ସମୟ ପୂର୍ବରୁ ସର୍ବ ସମ୍ମତିରେ ବିଧାନସଭା ଅଧିବେଶନ ବନ୍ଦ ହୋଇଥିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଯାହା କହିଛନ୍ତି ତାହା ଭୁଲ୍।

Advertisment

ସରକାରଙ୍କ ଏଭଳି ପଦକ୍ଷେପକୁ କଂଗ୍ରେସ ନିନ୍ଦା କରିଥିବା କହିଛନ୍ତି ନରସିଂହ। ଗୃହରେ ଅାଲୋଚନା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବାକି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ