Advertisment

Tension Between 2 Villages: ବର୍ଷ ବର୍ଷ ଧରି ଲାଗି ରହିଛି ବିବାଦ, ହୋଇପାରୁନି ସମାଧାନ...ମନ୍ଦିର ନା ଶୌଚାଳୟ !

ଦିନକୁ ଦିନ ଦୁଇ ଗାଁ ମଧ୍ୟରେ ଘନଉଛି ଜାଗା ବିବାଦ। ବର୍ଷ ବର୍ଷ ଧରି ଲାଗି ରହିଛି ବିବାଦ | ଉଭୟ ଗୋଷ୍ଠୀ ତହସିଲ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରୁନି |

DIGAPAHANDI

DIGAPAHANDI Photograph: (OTV)

Advertisment

ଦିନକୁ ଦିନ ଦୁଇ ଗାଁ ମଧ୍ୟରେ ଘନଉଛି ଜାଗା ବିବାଦ। ବର୍ଷ ବର୍ଷ ଧରି ଲାଗି ରହିଛି ବିବାଦ | ଉଭୟ ଗୋଷ୍ଠୀ ତହସିଲ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରୁନି | ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ତହସିଲର ସିଙ୍ଗିପୁର ଏବଂ ରତ୍ନମଣିପୁର ଗାଁ ମଧ୍ୟରେ | ଉଭୟେ ଗ୍ରାମବାସୀ ନିଜ ନିଜ ଜିଦରେ ଅଟଳ । ମୁଖ୍ୟ ରାସ୍ତା କଡ଼ରେ ଥିବା ରତ୍ନମଣିପୁରର ହନୁମାନ ବାଟିକା ଜାଗାରେ ରତ୍ନମଣିପୁର ଗ୍ରାମବାସୀ ସେଠାରେ ହନୁମାନ ମନ୍ଦିର ଏବଂ ପାର୍କ କରିଥିବା ବେଳେ ସିଙ୍ଗିପୁର ଗାଁ ଲୋକ ସେଠାରୁ ମନ୍ଦିର ହଟାଇ ମାର୍କେଟ କମ୍ପ୍ଲେକ୍ସ ଏବଂ ଶୌଚାଳୟ ନିର୍ମାଣ ପାଇଁ ଜିଦ୍ କରୁଛନ୍ତି।

Advertisment

ଦିନକୁ ଦିନ ଦୁଇ ଗାଁ ମଧ୍ୟରେ ଘନଉଛି ଜାଗା ବିବାଦ
ବର୍ଷ ବର୍ଷ ଧରି ଲାଗି ରହିଛି ବିବାଦ
ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କଲେ ମଧ୍ୟ ସମାଧାନ ହୋଇପାରୁନି 
ସିଙ୍ଗିପୁର ଏବଂ ରତ୍ନମଣିପୁର ଗାଁ ମଧ୍ୟରେ ବିବାଦ 
ଉଭୟେ ଗ୍ରାମବାସୀ ନିଜ ନିଜ ଜିଦରେ ଅଟଳ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ