Advertisment

Clashes Break Out During Land Acquisition: ଜମି ଅଧିଗ୍ରହଣ ବେଳେ ମୁହାଁମୁହିଁ ସ୍ଥିତି, ଡାଲମିଆ ସିମେଣ୍ଟ ପାଇଁ ହେଉଥିଲା ଜମି ଅଧିଗ୍ରହଣ

ଜମି ଅଧିଗ୍ରହଣ ବେଳେ ମୁହାଁମୁହିଁ ସ୍ଥିତି। ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପାଇଁ ଜମି ଅଧିଗ୍ରହଣ ବେଳେ ମୁହାଁମୁହିଁ। ଲାଞ୍ଜିବେର୍ଣ୍ଣା ଖଣି ସମ୍ପ୍ରସାରଣ ନେଇ ଜମି ଅଧିଗ୍ରହଣ ବେଳେ ଧସ୍ତାଧସ୍ତି। ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ, ୧୨ରୁ ୧୪ ଗ୍ରାମବାସୀ ଅଟକ।

Clashes Break Out During Land Acquisition

ଜମି ଅଧିଗ୍ରହଣ ବେଳେ ମୁହାଁମୁହିଁ ସ୍ଥିତି Photograph: (OTV)

Advertisment

ଜମି ଅଧିଗ୍ରହଣ ବେଳେ ମୁହାଁମୁହିଁ ସ୍ଥିତି । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପାଇଁ ଜମି ଅଧିଗ୍ରହଣ ବେଳେ ମୁହାଁମୁହିଁ ସ୍ଥିତି । ଲାଞ୍ଜିବେର୍ଣ୍ଣା ଖଣି ସମ୍ପ୍ରସାରଣ ନେଇ ଜମି ଅଧିଗ୍ରହଣ ବେଳେ ଧସ୍ତାଧସ୍ତି ଦେଖିବାକୁ ମିଳିଛି । 

Advertisment

ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୧୨ରୁ ୧୪ ଜଣଙ୍କୁ ଅଟକ ରଖାଯାଇଛି । ଗତ ଡିସେମ୍ବରରେ ବିରୋଧ ଯୋଗୁଁ ଜମି ଅଧିଗ୍ରହଣ ଅଧାରୁ ବନ୍ଦ ରହିଥିଲା ।

  • ଜମି ଅଧିଗ୍ରହଣ ବେଳେ ମୁହାଁମୁହିଁ ସ୍ଥିତି
  • ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପାଇଁ ଜମି ଅଧିଗ୍ରହଣ ବେଳେ ମୁହାଁମୁହିଁ
  • ଲାଞ୍ଜିବେର୍ଣ୍ଣା ଖଣି ସମ୍ପ୍ରସାରଣ ନେଇ ଜମି ଅଧିଗ୍ରହଣ ବେଳେ ଧସ୍ତାଧସ୍ତି
  • ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ, ୧୨ରୁ ୧୪ ଗ୍ରାମବାସୀ ଅଟକ
  • ଡିସେମ୍ବରରେ ବିରୋଧ ଯୋଗୁଁ ଜମି ଅଧିଗ୍ରହଣ ଅଧାରୁ ବନ୍ଦ ରହିଥିଲା
Advertisment
Land Dispute Sundargarh Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ